ଓଡିଶା ଖବର

ପୁଣି ବୁହାହେଲା ପେଟ ବଥା ରୋଗୀଙ୍କୁ କମ୍ବଳ ବlନ୍ଦୀ 9ରୁ 10କିଲୋମିଟର

(AKN NEWS): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ମୁରଲୀମୁହିଁ ଗାଁ ରୁ ଶ୍ରୀ କାଳିଆ ମାଝୀ ବୟସ 53. ପିତା ରତନ ମାଝୀ ତାଙ୍କର ପେଟ ବଥା ଯନ୍ତ୍ରଣା ରୁ ଆମ୍ବୁଲାନ୍ସ 108କୁ ଗତ କାଲି 3/4/2025 ସମୟ ସକାଳ 9.30ମିନିଟ ରେ ଯୋଗାଯୋଗ କରି ଥିଲେl ଦେଖନ୍ତୁ ଏହି ଦୃଶ୍ୟ କୁ ଟିକେ ଭଲ କରି ଦେଖନ୍ତୁ l ଏହି ଦୃଶ୍ୟ ଦେଖିଲେ ପାଦ ତଳୁ ମାଟି ଖସିଯିବ, l ହଁ ଆଜ୍ଞା କାହିଁକି ଖଣି ଖାଦନାକୁ ଝଲ ଝଲ ଆଖି ଦେଖା ଯାଉଛି l କାହିଁ ଗଲା ବିକଶିତ ଗାଁ ବିକଶିତ ଓଡିଶା , କେବଳ ଆଦାନୀ, ବେଦାନ୍ତ, ଆଲୁମିନାଟ୍ରେର୍ଲାଇଟ, ଭୋଳି କମ୍ପାନୀକୁ ତିଜି ମାଳି. କଦ୍ରୁ ମାଳି, ଖଣ୍ଡୁଆ ମାଳି ଭଲି କୁ ଲିଜ ଦେବାରେ ବିୟସ୍ତ l ଗାଁ ଗାଁ କୁ ବିକଶିତ ହେଲେ ଏହି ଦୁର୍ଗମ ଅଞ୍ଚଳ ର କେରପାଇଁ ପଞ୍ଚାୟତ ର ଦୃଶ୍ୟ ମୁରଲୀ ମୁହିଁ କେବଳ ଆଦିବାସୀ ଗାଁ କିନ୍ତୁ ନଜର ନାହିଁ ଚେୟାରମ୍ୟାନ ଦୟାନିଧି ମାଝୀ ଙ୍କ ନଜର କାହିଁ? କାହିଁ ଶୋଇଲେ ଜିଲ୍ଲା ପରିଷଦ ଟୁନି ଦୁରିଆ କାହିଁ ଗଲେ M. କୁହାଯାଉଛି. L ପ୍ରଦୀପ ଦିଶାରୀ ଗାଁ କୁ ଆସୁ ଥିବା ଅନେକ ଯୋଜନା କୁ ବାଟ ବଣା କରୁଛନ୍ତି, ଏହି ଜନ ପ୍ରତିନିଧି l ଏହାର କେବଳ ଜନପ୍ରତିନିଧି ଙ୍କୁ ଦାୟୀ ବୋଲି, ଅଞ୍ଚଳ ରେ ଅନେକ ଚର୍ଚ୍ଚା ର ବିଷୟ ପାଲିଟିଛି l ଏହି କାଳିଆ ମାଝୀ ଙ୍କୁ ଦୀର୍ଘ 9ରୁ 10କିଲୋମିଟର ବୁହାଗଲା ପରେ କେରପାଇ ପଞ୍ଚାୟତ ର ସର୍ଗି ପଦର ଠାରେ ଆମ୍ବୁଲାନ୍ସ ର ସୁବିଧା ମିଳିଥିଲା l ଏହା କେଡେ ଲଜ୍ୟା ର ବିଷୟ l ସର୍ଗି ପଦର ଠାରୁ କାଶୀପୁର ମେଡିକାଲ ନିଆ ଯାଇ ଥିଲା ଏହି ଗାଁ କୁ ଗାଡି ଯିବା ପାଇ ତୋ ସାତ ସପନ କେବଳ ପଦ ଯାତ୍ରା କଷ୍ଟ ସାଧ୍ୟ ହେଉଛି l କେବେ ପାଇବୁ ଆମେ ସ୍ୱାଧୀନତା ପ୍ରଶାସନ କୁ ପ୍ରଶ୍ନ ଗ୍ରାମ ବାସୀ l

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରୁ ରମାକାନ୍ତ ନାଏକ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!