ଓଡିଶା ଖବର

ବସରୁ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର ୨୦/୧୧/୨୫ ( AKN NEWS): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଉମରକୋଟ ନିକଟ ଚଚା ଅଂଚଳରୁ ୧୨ ଜଣ ପୁରୁଷ, ମହିଳା ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ର ବିଜୟୱାଡା କୁ ଯାଉଥିବା ବେଳେ ପାପଡାହାଣ୍ଡି ପୋଲିସ ଏବଂ ଶ୍ରମ ଅଧିକାରୀ ବସଷ୍ଟାଣ୍ଡ ରେ ହାଇଦ୍ରାବାଦ ଯାଉଥିବା ଏକ ଘୋରଇ ବସ୍ ଭିତରୁ ସମସ୍ତ ଦାଦନ ଶ୍ରମିକ କୁ ଉଦ୍ଧାର କରିଛି ଏବଂ ନେଉଥିବା ଦଲାଲ କୁ ଅଟକ ରଖି ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ନେଇଛି,ବର୍ତ୍ତମାନ ଗ୍ରାମାଞ୍ଚଳରେ ଚାଷ କାର୍ଯ୍ୟ ପରେ କାମ ଧନ୍ଦା ଅଭାବ ରୁ ଗ୍ରାମର ଲୋକେ ଅନ୍ୟତ୍ର କାମଧନ୍ଦା କରି ପରିବାର ଚଳାଇବା ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହୋଇ ଯାଉଛନ୍ତି l

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!