ଓଡିଶା ଖବର

ବୁଝାସୁଝା ପରେ ପୁଣି ସ୍କୁଲ ରେ ପାଠ ପଢିଲେ ଛାତ୍ରଛାତ୍ରୀ

(AKN NEWS): ଗୋଲାମୁଣ୍ଡା ବ୍ଲକ ଚହକା ପଞ୍ଚାୟତ ଅନ୍ତର୍ଗତ ଧରାମାଲ୍ ସରକାରୀ ସ୍କୁଲ ର ଜାଗା ଜଣେ ପ୍ରାଇଭେଟ ଜାଗା ହୋଇଥିବା ବେଳେ ଜାଗା ମାଲିକ ସ୍କୁଲ ରେ ତାଲା ପକେଇ ଦେଇଥିବାରୁ ଛାତ୍ର ଛାତ୍ରୀ ମାନେ ଏକ ଗଛ ମୂଳେ ପାଠ ପଢ଼ୁଥିବା ଦେଖି ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମସ୍ୟା ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ

ପ୍ରଶାସନିକ ଜିଲ୍ଲା ଅଧିକାରୀ ଗୋଷ୍ଟି ଶିକ୍ଷ୍ୟା ବିଭାଗ ଙ୍କୁ ଓ dm, BEO, MP, ଙ୍କୁ ଛାତ୍ର ଛାତ୍ରୀ ଙ୍କ ଅନେକ ସମସ୍ୟା ଦୂର୍ କରିବାକୁ।ଏ ପ୍ରସଙ୍ଗ ରେ ଗଣମାଧ୍ୟମ ପ୍ରତିନିଧି news 18 ଓ OTV news ଙ୍କୁ ଜଣାଇ ପ୍ରଚାର୍ ପ୍ରସାର ହୋଇ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ bdo, ତାସିଲାଦର୍, kegaon ଆଇଆଇସି ଙ୍କ ଉପସ୍ଥିତି ରେ ବୁଝା ସୂଝା କରି ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ମଙ୍ଗଳ ବାର ଠାରୁ ପୁଣି ବିଦ୍ୟା ଲୟ ରେ ପାଠ ପଢା ଦେଖି ବାକୁ ମିଳି ଅଛି ଏଠାରେ ଗ୍ରାମ ବାସି ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କୁ ତାଙ୍କର ସାହାଯ୍ୟ କରିବା ପାଇଁ ଏପରି ସମସ୍ୟା ସମାଧାନ କରିବାରେ ଅଞ୍ଚଳ ରେ ଭୁରି ଭୁରି ପ୍ରଶଂସା ଜରୁଥିବା ଦେଖିବାକୁ ମିଳିଛି dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!