ଜିଲ୍ଲା
ବୋଡ଼େନ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ୱେ ରେ ୨ ବାଇକ ମୁହାଁମୁହିଁ ଧକ୍କାରେ ୪ ମୃତ, ୩ ଗୁରୁତର, ଗୁରୁତ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି, ମୃତକ ପରିଚୟ ମିଳିପାରି ନାହିଁ

ନୂଆପଡା,(AKN NEWS) ୨୬.୧୦. ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେ ୨ ବାଇକ ମୁହାଁମୁହିଁ ଧକ୍କାରେ ୪ ମୃତ, ୩ ଗୁରୁତର, ଗୁରୁତ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି, ମୃତକ ପରିଚୟ ମିଳିପାରି ନାହିଁ। ବୋଡେନ୍ ଥାନା ରାଜପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା ୩ ଗୁରୁତରଙ୍କୁ ପ୍ରଥମେ ବୋଡେନ ଓ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଅଛି।ଗୁରୁତଙ୍କ ମଧ୍ୟରେ ଅବସ୍ଥା ସଙ୍କଟପନ୍ନ ଥିବା ଜଣାପଡିଛି।ଦଶହରା ପୂଜା ଦେଖି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ହୋଇଅଛି। ଦୁଇ ଗୋଟି ବାଇକ୍ ମୁହା ମୁହିଁ ଧକ୍କା ହୋଇଅଛି। ଗୋଟିଏ ବାଇକ୍ ରେ ୪ ଜଣ ବସିଥିବା ବେଳେ ଅନ୍ୟ ଏକ ବାଇକ୍ ରେ ୩ ଜଣ ବସି ଥିଲେ। ଘଟମା ସ୍ଥଳେ ଗୋଟିଏ ବାଇକ୍ ର ୩ ଜଣ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ବାଇକ୍ ର ବାଇକ ର ଜଣେ ରୁତ୍ୟୁ ହୋଇଅଛି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news