ଓଡିଶା ଖବର
ଭବାୀପାଟଣା ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ମନ୍ଦିର ପ୍ରତଷ୍ଠା ପାଇଁ ଜୟପାଟଣା ବ୍ଲକ ରେ ଆଲୋଚନା ଏବଂ ପ୍ରସ୍ତୁତି ବୈଠକ

ଭବାୀପାଟଣା, (AKN NEWS): ରବିବାର ଦିନ ସ୍ଥାନୀୟ ଦୁର୍ଗା ମନ୍ଦିର ପରିସର ରେ ଶ୍ରୀ ସୁରେଶ ପଟ୍ଟନାୟକ, ଜୟପାଟଣା ସଭାପତି ଆଞ୍ଚଳିକ ଚିତ୍ରଗୁପ୍ତ କଲ୍ୟାଣ ସମିତି ଙ୍କ ସଭା ପତିତ୍ୟ ରେ ଅନୁଷ୍ଠିତ ହୋଇଥିଲା

ସର୍ବ ପ୍ରଥମେ ଶ୍ରୀ ଅର୍ଜୁନ ପଟ୍ଟନାୟକ ସମ୍ପାଦକ ପରମ୍ଭିକ ଭାଷଣ ଦେଇ ଥିଲେ l ଏହି ସଭାରେ କଳାହାଣ୍ଡି କରଣ ସମାଜ ତରଫ ରୁ ଶ୍ରୀ ରାମ ଶଙ୍କର ଦାସ, ଶ୍ରୀ ପ୍ରଦୀପ ପଟ୍ଟନାୟକ, ସୁଶ୍ରୀ ସଂଘମିତ୍ରା କାନୁନଗୋ, ଶ୍ରୀମତୀ ରଚିତା ମହାନ୍ତି, ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକ ନିଜ ନିଜ ମତାମତ ଦେଇ ଥିଲେ l

ଶେଷରେ ଶ୍ରୀ ଅନିଲ ପଟ୍ଟନାୟକ ସଦସ୍ୟ ଆଞ୍ଚଳିକ ଚିତ୍ରଗୁପ୍ତ କଲ୍ୟାଣ ସମିତି ଜୟପାଟଣା ଧନ୍ୟବାଦ ଦେଇ ଥିଲେ l
ବ୍ୟୁରୋ ରିପୋର୍ଟ AKN NEWS


