ଓଡିଶା ଖବର
ଭିଜିଲାନ୍ସ ଜାଲ ରେ ସରକାରୀ ବାବୁ

ଭୁବନେଶ୍ୱର ,(AKN NEWS):ଭିଜିଲାନ୍ସ ଜାଲ ରେ ଜଣେ ସରକାରୀ ବାବୁ ପଡି ଥିବା ଖବର ଆମ ହସ୍ତଗ ହୋଇଛି ମିଳି ଥିବା ଖବର ଅନୁଯାଇ l ଇଡ୍କୋ P&A ବିଭାଗର CGM ସରୋଜ କାନ୍ତ ମହାନ୍ତି
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
କଟକ, ଭୁବନେଶ୍ବର ଓ ଯାଜପୁର ୭ଟି ଠିକଣାରେ ରେଡ୍
ଚଢ଼ାଉରେ ୧୦ ଡିଏସ୍ପି, ୬ ଇନ୍ସ୍ପେକ୍ଟର ସାମିଲ
ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


