ମହାଶିବରାତ୍ରୀ ରେ କୁତୁର୍ଲା ଷୋହଳ ପ୍ରହରି ନାମ ଯଂଜ୍ଞ ରେ ଶ୍ରଦ୍ଧାଳୁଙ୍କ ଭିଡ

ବଲାଙ୍ଗିର (AKN NEWS): ଆଜି ଜାଗର ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ବଲାଙ୍ଗୀର କୁତୁର୍ଲା ଠାରେ ଷୋହଳ ପ୍ରହରି ନାମ ରେ କମ୍ପପଡୁଛି ଗ୍ରାମ ବାସୀଙ୍କ ଆନୁକୂଲ୍ୟରେ ଏହି ଶିବରାତ୍ରି କୁତୁର୍ଲା ରେ ପୁରାତନ ବାବା ଧୂବଲେଶ୍ଵର ଶିବଲିଙ୍ଗ ରହିଥିବା ବେଳେ କେଉଁ କାଳରୁ ଏହି ଶିବଲିଙ୍ଗ ଅଛି ଆଦିମ ଯୋଗରେ. ଏଠା ରେ ମନ୍ଦିର ନ ଥିଲା ପ୍ରବଳଜଙ୍ଗଲ ଲାଗିରହିଥିଲା ବେଳେ,ଧୀରେ ଧୀରେ ପ୍ରଭୂ ବାବା ଧୂବଲେଶ୍ୱର ଙ୍କଶିବ କପେଳଶ୍ୱର ମହାଦେବ ଶିବ ଶମ୍ଭୁ ଧବଳେଶ୍ୱରରୁ କପିଳାସ ପୀଠ ପରି । ସଜେଇ ହୋଇଛି ସବୁ ଶୈବାଳୟ ମନ୍ଦିର । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ଥିବେ ଏହି ଶିବରାତ୍ରି ରେ ମୁଖ୍ୟଅଥିତି ଭାବରେ ଶ୍ରୀ ଶ୍ରୀ ରାଜ୍ୟସଭା ନିରଞ୍ଜନ ବିଶି ଏବଂ ତାଙ୍କଧର୍ମ ପତ୍ନୀ ଯୋଗଦେଇଥିଲେ ପରେ ପ୍ରଭୂ ନୀଳକଣ୍ଠ ଧୁବଲେଶ୍ୱର ମହାଦେବ ଙ୍କୁ ପ୍ରଥନା କରି ଧୂପ ଦୀପପୁଷ୍ପାଞ୍ଜଳୀ କରିଥିଲେ,,, ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହରିଶଙ୍କର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ୱର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


