ଓଡିଶା ଖବର

ମୁଣ୍ଡ ପରାଶର ପରିବାର ତରଫରୁ ମହର୍ଷି ପରାଶର ଙ୍କ ଜନ୍ମୋତ୍ସୋବ ଓ ନୂଆ ଖାଇ ଭେଟ ଘାଟ ପାଳିତ।

(AKN NEWS):ଭବାନୀପାଟଣା/ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜ ବିହାର ଠାରେ ମୁଣ୍ଡ ପରାଶର ତରଫରୁ ମହର୍ଷି ପରାଶର ଙ୍କ ଜନ୍ମୋତ୍ସୋବ ଓ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଭବାନୀପାଟଣା ପ୍ରାନ୍ତୀୟ ସଭାପତି ମଳୟ ମୁଣ୍ଡ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଣ୍ଡ ପରିବାରର ଶତାଧିକ ମହିଳା ଓ ପୁରୁଷ ଯୋଗଦାନ କରି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ।ପ୍ରଥମେ ମହର୍ଷି ପରାଶର ଙ୍କ ଫଟୋରେ ସମସ୍ତେ ପ୍ରଣିପାତ କରିଥିଲେ। ମହର୍ଷି ଙ୍କ ଜନ୍ମୋତ୍ସୋବ ସହ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଆନଦ ଉଲ୍ଲାସ ସହ ହୋଇ ଯାଇଛି।ଜିଲା ସଭାପତି ସନ୍ତୋଷ ମୁଣ୍ଡ.ଉପ ସଭାପତି ସନତ ମୁଣ୍ଡ, ସମ୍ପାଦକ ସୁଧୀର ରଞ୍ଜନ ମୁଣ୍ଡ ଜିଲା କମିଟି ଆବାହକ ଜିତେନ୍ଦ୍ର ମୁଣ୍ଡ, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ, ପୂର୍ବତନ ଜିଲା ସଭାପତି ଡକ୍ଟର ଅଶୋକ କୁମାର ମୁଣ୍ଡ, ଉପଦେଷ୍ଟା ଅଶୋକ କୁମାର ମୁଣ୍ଡ, ଉପଦେଷ୍ଟା ହେମନ୍ତ କୁମାର ମୁଣ୍ଡ, ଶିକ୍ଷାବିତ ପରମେଶ୍ଵର ମୁଣ୍ଡ, ଭବାନୀପାଟଣା ପ୍ରାନ୍ତ ଆବାହକ ଜଗନ୍ନାଥ ମୁଣ୍ଡ ,ସକ୍ରିୟ ସଦସ୍ୟ ସମରେନ୍ଦ୍ର ମୁଣ୍ଡ, ଡଃ ଚିତ୍ତ ରଞ୍ଜନ ମୁଣ୍ଡ, ସ୍ନେହଲତା ମୁଣ୍ଡ, ବଣ୍ଟି ମୁଣ୍ଡ,।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!