ଅନନ୍ୟ
ଯୁବକଙ୍କୁ_ମାରି_ବ୍ରିଜ୍_ତଳେ_ଫିଙ୍ଗିଦେଲେ

ଯୁବକଙ୍କୁ_ମାରି_ବ୍ରିଜ୍_ତଳେ_ଫିଙ୍ଗିଦେଲେ
-ଟିଟିଲାଗଡ଼: ବ୍ରିଜ୍ ତଳେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ
-ବଲାଙ୍ଗିର-କଳାହାଣ୍ଡି ରାସ୍ତା ବେଲଗାଁ ବ୍ରିଜ୍ ତଳେ ପଡ଼ିଛି ମୃତଦେହ
-ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ ହୋଇଛି।
ରିପୋର୍ଟ, ସନ୍ତୋଷ କୁମାର ନାୟକ
