ଓଡିଶା ଖବର
ସଇଁତଲା ରେ ସଫେଇ ମିତ୍ର ସୁରକ୍ଷା ଶିବିର

(AKN NEWS): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟଳୟ ପରିସରରେ ଆଜି ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି… BDO ବିନୟ ଭୋଇ ,BRC ଆଶୁତୋଷ ପଟେଲ ,AEE ସନ୍ତୋଷ ବେହେରା , APO ବନଜା ଦାସ ,ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶିବିର ରେ ମିଶନ ଶକ୍ତି ଏସଏଚଜି ମହିଳା ଓ ବ୍ଲକ ପ୍ରଶାସନ ଙ୍କ ଉପସ୍ଥିତି ରେ ମହିଳା ମାନଙ୍କୁ ସଚେତନତା କରାଯିବା ସହ କିଭଳି ଭାବେ ପରିବେଶ କୁ ସୁରକ୍ଷା କରାଯାଇ ପଡିବ ଏବଂ ସ୍ୱଚ୍ଛତା ରଖାଯାଇ ପାରିବ ସେନେଇ ବିଡ଼ିଓ ଶ୍ରୀଯୁକ୍ତ ଭୋଇ ବୁଝାଇ ଥିଲେ.. ପରେ ଏସଏଚଜି ମହିଳା ଙ୍କୁ ଜେକେଟ ସହ ଗ୍ଲୋବ ବଣ୍ଟନ କରାଯାଇ ଥିଲା…
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


