ଓଡିଶା ଖବର

ସୋନପୁରରେ ଗର୍ଜିଲେ ଅମିତ ଶାହ, ଓଡିଶାରେ ବିଜେପି ସରକାର ଆଣିବାକୁ ଦେଲେ ଆହ୍ବାନ

ଭୁବନେଶ୍ୱର (AKN NEWS): ସାଧାରଣ ନିର୍ବାଚନ କୁ ଆଖି ଆଗରେ ସବୁ ଦଳ ସେ ମାନେ ତାଙ୍କ କର୍ମୀ ମାନଙ୍କୁ ନେଇନିର୍ବାଚନ ବୈତରଣୀ ପାରିହେବା ପାଇଁ ନିଜ ନିଜ ରାଜନୀତି ପାଠ ସାଳା ରେ ଅଙ୍କ କଷିବା ଆରମ୍ଭ କରିସାରିଲେଣି l ସାଧାରଣ ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ରାଜ୍ୟ ରାଜନୀତି ପାଣିପାଗ ବେଶ ଗରମ ହେଲାଣି l ଗାଁ ଗଣ୍ଡା ରେ ନିର୍ବାଚନ ପ୍ରାଥୀ ଙ୍କ ଆଗମନହେଲାଣି l ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଏମିତି ଶାହ ପରାହ୍ଣ ରେ ସେ ଝାସୁଗୁଡା ବିମାନବନ୍ଦ ରେ ପହଂଚି l ତାଙ୍କ ଗସ୍ତ କୁନେଇ ନେତା ଓ କର୍ମୀ ଉତ୍ସାହିତ ବେଖିବାକୁମିଳିଛି l ତେବେ ରାଜ୍ୟ ବିଜେପି ଆଜିଠାରୁ ଵିଧି ବାନ୍ଧ ଭାବେ ପ୍ରଚାର ବିଗୁଲ ଫୁଙ୍କିଛି l ଏମିତି ଶାହ ସେ ସୋନପୁର ଯାଇ ସ୍ଥାନୀୟ ରାମେଶ୍ୱର ଇଷ୍ଟାଡ଼ିମ ଠାରେ ଏକ ନିର୍ବାଚନ ସଭାରେ ଏ ସମ୍ବୋଧିତ କଲେ ସେ ତାଙ୍କ ଭାଷଣ ଆରମ୍ଭ ରେ ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ କହି ଆରମ୍ଭ କରି ଥିଲେ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଛନ୍ତି ସେ କହି ଛନ୍ତିଓଡିଶା ର ଭାଷା ସଂସ୍କୃତି ଗୌରବ ପାଇଁ ମୋଦୀ ସରକାର ଆସିବା ଦରକାର, ସବୁଠୁ ଖଣିଜ ସମ୍ପଦ ଓଡିଶା ରେ ଅଛି ସବୁ ଥାଇ ସମୃଦ୍ଧିରୁ ଦୂରରେ ଓଡିଶା, ହେଲେ ଓଡିଶା ର ଲୋଲେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ବେଜେପି ସରକାର ଆସିଲେ କାହାରୀକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି ବୋଲି କହିଥିଲେ l କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେ କହିଛନ୍ତି ତାଙ୍କ ଭାଷଣ ରେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜୁଳି ରେ କଣ ବିକାଶ କରିଛନ୍ତି ଶ୍ୱେତ ପତ୍ର ପ୍ରକାଶ କରନ୍ତୁ l ତେବେ ଓଡିଶା ରେ ବିଜେପି କେମିତି ଅଧିକରୁ ଅଧିକ ଲୋକ ସଭା ଆସନ ଜିତିବ ତା ଉପରେ ରହିବ ଶାହ ଙ୍କ ଫୋକଶ l ଏଥି ସହ ରାଜ୍ୟରେ କ୍ଷମତା ପରିବର୍ତନର ମନ୍ତ୍ର ଦେଲେ ଶାହ l ର l 2019 ନିର୍ବାଚନରେ ବିଜେପି ପଶ୍ଚିମ ଓଡିଶାରେ ବହୁତ ଭଲ ପ୍ରଦର୍ଶନ କରିଥିଲା l ବିଶେଷ କରି ଲୋକସଭ କ୍ଷେତ୍ରରେ କ୍ଲିନ ସୁଈ ପ କରିଥିଲା ପଦ୍ମ ଦଳ l5 ଲୋକ ସଭା ଆସନ ସହିତ 8ବିଧାନସଭା ହାତେଇଥିଲା ବିଜେପି l ତେଣୁ ଏଥର ପଶ୍ଚିମ ଓଡିଶାକୁ ଫୋକସ କରିଛି ଦଳ l ସେଥିପାଇଁ ଅମିତି ଶାହ ପଶ୍ଚିମ ଓଡିଶାରୁ କ୍ୟାମ୍ଫେନ ଆରମ୍ଭ କରିବାକୁ ଯାଉଛନ୍ତିl ବଲାଙ୍ଗୀର ଅଧିନ ରେ ଆସୁଥିବା ସୋନପୁର ଆସନ l ଆଉ ବଲାଙ୍ଗୀର ଲୋକ ସଭା କ୍ଷେତ୍ରର କଣ୍ଟାବାଝି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ପ୍ରଭାବ ହ୍ରାସ କରିବା ଓ ବିଜେପି ପାଇଁ ବେଶ ଫାଇଦା ହେବବୋଲି କୁହାଯାଉଛି l ଅମିତ ଶାହଙ୍କ ପରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପି ର ଶୀର୍ଷ ନେତୃତ୍ୱ ଓ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ l ଯାହା ଦ୍ୱାରା ଏହାର ପୁରା ପ୍ରସ୍ତୁତି ସହ ନିର୍ବାଚନ ମଇଦାନକୁ ଓଲ୍ହାଇବ ବିଜେପି l ରାଜ୍ୟ ବିଜେପି ଆଗାମୀ ନିର୍ବାଚନ ରେ କତେ ଅଙ୍କ ହସଲ କରିବ ତା ଦେଖିବାକୁ ରହିଲା I

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!