ଓଡିଶା ଖବର
ନ୍ୟୁୟର୍କ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଶର୍ଷି ହବ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର (AKN NEWS): ଶ୍ରମଗ୍ର ଓଡିଶା ଓ ଓଡ଼ିଆ ଚଳଚିତ୍ର ଜଗତ ପାଇଁ ଏକ ଖୁସିର ଗର୍ବର ଖବର ଓଡ଼ିଆ ସିନେମା ର ଡିଉଟି ଚଳଚିତ୍ର ହୋଇଚ ଇ ଓ ସୁପରଇଷ୍ଟାର ହିଟ ଚଳଚିତ୍ର ଦମନ ଓ ପ୍ରତୀକ୍ଷା ନ୍ୟୁୟର୍କ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନିତ ହୋଇଛି l ପ୍ରଥମ ପାଇଁ ଦୁଇଟି ଓଡ଼ିଆ ଫିଲ୍ମ ଏହି ଫେଷ୍ଟିଭାଲ ନିମନ୍ତେ ମନୋନୀତ ହୋଇଥିବାର ସବୁଠି ଖୁସି ର ଲହରି ଖେଳିଯାଇଛି l ମେ 1ରୁ ଜୁନ 2ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ ନ୍ୟୂୟର୍କର ଭିଲେଜ ଇଷ୍ଟ ବାଏ ଅଞ୍ଜିଲିବାରେ ଅନୁଷ୍ଠିତ ହେବ l ୟୁନଈଟେଡ଼ ଷ୍ଟେଟସରେ ଏହା ସବୁଠୁ ବଡ଼ ଫିଲ୍ମ ଫେଷ୍ଟିଭାଲ l 89 ବର୍ଷ ହୋଇଥିବା ବେଳେ ଏଭଳି ଖବର ପୁରା ଇଣ୍ଡେଷ୍ଟ୍ରୀ ଓ ସିନେ ପ୍ରେମୀଙ୍କ ପାଇଁ ଏକ ବଡ଼ ଭେଟି
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


