ଓଡିଶା ଖବର

ଖବର ପ୍ରସାରଣ ପରେ ତତ୍ପର ପ୍ରଶାସନ।

(AKN NEWS): ସ୍ଵାଧିନତା ର 77 ବର୍ଷ ପରେ ମଧ୍ୟ ଆଜିବି ମୌଳିକ ସୁବିଧା ରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ନଳlଚୁଁଆ ଗ୍ରାମ। ପାନୀୟଜଳ, ବିଜୁଳି, ରାସ୍ତା ଅନେକ ମୋଳିକ ସୁବିଧା ରୁ ବଞ୍ଚିତ ଏବିଷୟରେ ଖବର ପ୍ରସାରଣ ର କିଛି ମାସ ପରେ ତତପରଦେଖେଇଛନ୍ତି ପଞ୍ଚାୟତ ପ୍ରଶାସନ

ଧନସୁଲି ପଞ୍ଚାୟତ ସରପଞ୍ଚ. ଶ୍ରୀ କୈଳାସ ଚନ୍ଦ୍ରସାହୁ ନିଜେ ଉପସ୍ଥିତ ରହି ତିନି ଟି ନଳକୂପ ଖନନ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଯାତାୟତ ପାଇଁ ଅସୁବିଧା ହେଉଥିବା ନାଳ ରେ ବ୍ରିଜ ଟି ମଧ୍ୟ ଶୀଘ୍ର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇଁ ସମସ୍ତ ମୋଲିକ ସୁବିଧା ଯୋଗାଇ ଦେବା କୁ ପ୍ରତିଶ୍ରୁତି ଦେଇ ଛନ୍ତି। ନଳ କୂପ ଖନନ ପରେ ଗ୍ରାମ ବାସି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ଜିଲ୍ଲାରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!