ଓଡିଶା ଖବର

ବିଦାୟ କାଲିନ ସମ୍ବର୍ଦ୍ଧନା ସମାରୋହ

ପାଟଣାଗଡ଼ (AKN NEWS): ମନେପଡ଼େ ଆଜି ସେହି ପିଲାଦିନ କାହାଣୀ କାରଣ ମଣିଷ ଜୀବନ ଏକ ପାଣି ଫୋଟକା ପରି କେତେ ବେଲେ ଜେ ମଣିଷ ଜୀବନ ଚାଲି ଜୀବ ତାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ ! ଠିକ ସେହିପରି ଛୋଟ ରୁ ବଡ଼ ହେବା ପର୍ଯ୍ୟନ୍ତ କେତେବେଲେ ଯେ ପିଲାଦିନ ଶରି ଯାଏ ତାହା ଜଣା ପଡ଼େନି ! ଯେତେବେଲେ ଜଣା ପଡ଼ିଥାଏ ! ଆମ ପିଲାଦିନ ସେତେବେଲେ ଖୁବ ଖୁସି ଲାଗିଥାଏ !ସତରେ ମଣିଷ ଜୀବନରେ କେତେ ଦୁଃଖ ଯନ୍ତ୍ରଣା ଆସିଥାଏ ତାହା ଆପଣ ଖୁବ ଅନୁଭବ କରିଥିବେ !ଠିକ ସେହିପରି ଆଜି ପାଟଣାଗଡ଼ ସ୍ଥିତ ମନାଇ ପାଦ ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ବିଦାୟ କାଲିନ ସମ୍ବର୍ଦ୍ଧନା ସମାରୋହ ରେ ଶୋକା କୋଲ ର ଦୃଶ୍ୟ !ବହୁ ଦିନରୁ ସ୍କୁଲ ର ସବୁ ଛାତ୍ରଛାତ୍ରୀ ଏକାଠି ପାଠ ପଢ଼ୁଥିବା ବେଳେ ଆଜି ତାଙ୍କର ସ୍କୁଲ ପରିତ୍ୟାଗ ର ଶେଷ ଦିନରେ ସମସ୍ତଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡ଼ୁଥିଲା ! କାରଣ ସମସ୍ତେ ଏକାଠି ହୋଇ ସାଙ୍ଗ ସାଥି ହୋଇ ପାଠ ପଢ଼ୁଥିଲେ ! ସତରେ ସମୟର ବିଡ଼ମ୍ବନା ସ୍କୁଲ ପରିତ୍ୟାଗ ପରେ କିଏ କେଉଠିଁ ନାମ ଲେଖି ଆଗକୁ ଭଲ ମଣିଷ ଟିଏ ହେବା ପାଇଁ ପାଠ ପଢିବେ ତାହା କାହାରିକୁ ଜଣାନାହିଁ ! ସତେ ଯେମିତି ଲାଗୁଛି ଗୋଟିଏ ପରିବାର ର ସମସ୍ତେ ଏକାଠି ରହୁଥିଲେ ଆଜି ସମସ୍ତେ ବିଛିନ୍ନ ହୋଇଯାଇଛନ୍ତି !ସ୍କୁଲ ପରିତ୍ୟାଗ ର ଶେଷ ଦିନରେ ସମସ୍ତେ ଏକାଠି ସମସ୍ତଙ୍କ ସାଥିରେ ଭାବ ପ୍ରବଲତାର ସହିତ ସମସ୍ତଙ୍କ ସାଥିରେ ମିଲାମିଶା ହୋଇ ସମସ୍ତେ ସାଥିହୋଇ ଖାଦ୍ୟ ପେୟ କରି ସ୍କୁଲ ପରିତ୍ୟାଗ କରିଥିଲେ !ପରେ କିଏ କେଉଁଠି ଦେଖା ହବ ତାହା ସମୟ କହିବ ଆଉ ଯେଉଁ ସମୟରେ ଦେଖା ହବ ସେ ସମୟରେ ସ୍କୁଲ ର ପାଠପଢା ସମୟ ମନେ ପଡ଼ିଜିବ ଯଦିଓ ଡେରିରେ ଦେଖା ହୁଏ ସେତେବେଲେ ସମସ୍ତେ କହନ୍ତି ମନେପଡ଼େ ଆଜି ସେହି ପଲିଦିନ କାହାଣୀ

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!