ଓଡିଶା ଖବର
କିଏ ଶୁଣିବ ଗୁହାରି ସରପଞ୍ଚ ସାଜିଛନ୍ତି ନିଦା ବିଷ୍ଣୁ

(AKN NEWS): ଳୋକ ଙ୍କ ଦୁଃଖ ସୁଖ ବୁଝିବା ପାଇଁ ସରକାର ଳକ୍ଷ ଳକ୍ଷ ଟଙ୍କା ପଞ୍ଚାୟତ ମାନଙ୍କୁ ଦେଉଛନ୍ତି ସେଥି ମଧ୍ଯ ରୁ ଖରା ସମୟ ରେ ପାଣି ର ଚିନ୍ତା ସବୁ ସୁବିଧା ସୁଯୋଗ ଥାଇ ମଧ୍ଯ ଦୀର୍ଘ ଦିନ ହେବ ନଳକୂପ ଅଚଳ ଯାହାକି ଜନସାଧାରଣ ପାଣି ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି ସୂଚନା ଏହିକିଯେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଭଦ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାହାଁରଭଟା ଗ୍ରାମ ରେ ଦେଖିବାକୁ ମିଳିଛି ସେହି ବାଟ ଦେଇ ସରପଞ୍ଚ ମହାଶୟ ସବୁ ବେଲେ ଯିବା ଆସିବା କରୁଛନ୍ତି ଏବଂ ଗାଁ ର କିଛି ଳୋକ ମଧ୍ଯ ଗୁହାରୀ କରିଛନ୍ତି କିନ୍ତୁ ନିଦା ବିଷ୍ଣୁ ଭଳି ଚୁପ ରହୁ ଛନ୍ତି ସରପଞ୍ଚ ବାବୁ ଜଣକ ତେଣୁ ସରକାର ତୁରନ୍ତ ଉକ୍ତ ନଳକୂପ କୁ ମରାମତି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି |
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


