ଓଡିଶା ଖବର

ଭକ୍ତ ଚରଣ ସରକାରୀ ବିଦ୍ୟାଳୟରେ ଛାତ୍ର ପ୍ରବେଶ ଓ ଖଡ଼ିଛୁଆ ଉତ୍ସବ ଅନୁଷ୍ଠିତ

ବୋଲଗଡ଼ (AKN NEWS): ଓଡ଼ିଶାର ନୂତନ ସରକାର ମୋହନ ସରକାରଙ୍କ ସୁଚିନ୍ତିତ ଚିନ୍ତାଧାରା ରେ ଏପ୍ରିଲ ଦୁଇ ତାରିଖକୁ ବିଦ୍ୟାଳୟ ପ୍ରବେଶ ଓ ଖଡିଛୁଆଁ ଦିବସ ଭାବରେ ପାଳନ କରିବାର ମହତ ଉଦେଶ୍ୟକୁ ସାକାର କରି ରାଜ୍ୟର ସମସ୍ତ ସ୍କୁଲମାନଙ୍କରେ ଆଜି ପାଳନ ହୋଇଛି ଖଡ଼ିଛୁଆଁ ଦିବସ ତଥା ଆଗାମୀ ଦୟାଦ ଦେଶ ରାଜ୍ୟର ଭବିଷ୍ୟତ କୁନି ଶିଶୁଙ୍କ ପାଠ ପଢ଼ାର ଆୟଂମାରମ୍ଭ ବୟସ ହୋଇଛି l ଯେଉଁ ପିଲାମାନେ ସେପ୍ଟେମ୍ବର ଏକ ତାରିଖ ସୁଦ୍ଧା ଛ ବର୍ଷରେ ପଦାର୍ପଣ କରୁଛନ୍ତି ସେହି ଛୋଟ ପିଲାଙ୍କୁ ସ୍ୱାଗତ କରି ବିଦ୍ୟାଳୟରେ ପ୍ରବେଶ ପର୍ବ ଓ ଖଡ଼ିଛୁଆଁ ପର୍ବ ବହୁ ଉତ୍ସାହର ସହିତ ଭକ୍ତ ଚରଣ ବିଦ୍ୟାପୀଠ ସାନପଦରର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ଗହଣରେ ଶିଶୁ ମାନଙ୍କ ପାରମ୍ଭିକ ଶିକ୍ଷାର ଆରମ୍ଭ କରାଯାଇଛି l

ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ – Akn News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!