ଓଡିଶା ଖବର

ବିଦୁତ କର୍ମଚାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାହକ ଅନିଦ୍ରା 

(AKN NEWS):ନୟାଗଡ଼ ଜିଲ୍ଲାର ଦୁଇ ନମ୍ବର ଯୋନ ବାଲୁଗାଁ ୩୩/୧୧ କେଭି ସପ୍ଟପ୍ଟେସନ ଠାରୁ ମହିପୁର ୩୩/୧୧ କେଭି ପର୍ଯ୍ୟନ୍ତ ବିଦ୍ୟୁତ ବାରମ୍ବାର ବିଭ୍ରାଟ ହେଉଅଛି TPCODLର ବିଦ୍ୟୁତ ଲାଇନ ମ୍ୟାନ ଏବଂ ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି ସୁଚନା ଅନୁସାରେ ଶକ୍ତି ମନ୍ତ୍ରୀ ନିର୍ଦେଶ ଦେଇଥିଲେ ଗ୍ରୀଷ୍ମ ପ୍ରବାହ ରେ ରାଜ୍ୟ ରେ ଲାଇନ କଟାହେବ ନାହଁ କିନ୍ତୁ ମନ୍ତ୍ରୀଙ୍କ କଥାକୁ ଫୁ କରି ଉଡାଇ ଦେଇଛନ୍ତି କର୍ମଚାରୀ‌‌ | ଦୁଇ ନମ୍ବର ସପ୍ଟପ୍ଟେସନ ବିଦ୍ୟୁତ କର୍ମଚାରୀଙ୍କ ପୁରୁଣା ସେସୁ କମ୍ପାନୀ ସମୟରୁ ବଦଳିହୋଇ ନାହାନ୍ତି ଗାଦି ମାଡ଼ି ୧୫ବର୍ଷ ହେବ ଵରିଷ୍ଠ ବିଦ୍ୟୁତ କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି କାହା ଦୟାରେ ରାଜନୈତିକ କି ଵଢ ଅଫିସର ଙ୍କ ଦୟାରେ ଜଣାପଡୁ ନାହଁ ସରକାରଙ୍କ ୬ବର୍ଷ ବଦଳି ନିୟମ ଥିବା ବେଳେ ୧୫ଵର୍ଷ ରୁ ଉର୍ଦ୍ଧ୍ବ ସମୟ କେମିତି ଅଛନ୍ତି??? ଘନଘନ ବିଦ୍ୟୁତ କାଟ ଗୁଳୁଗୁଳି ଅସହ୍ୟ ହୋଇଥିବାରୁ ଏଠାରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ‘ନୟାଗଡ଼ ଠାରୁ ମାତ୍ର ୪ କିଲୋମିଟର ଯଦି ଏହି ଅବସ୍ଥା ତାହାଲେ ମାଳିସାହି ଠାରୁ ସିଙ୍ଗାର ପଲି ଯାଏ କିଭଳି ଥିବ, ବରିଷ୍ଠ କର୍ମଚାରୀଙ୍କୁ ତୁରନ୍ତ ବଦଳି କରି ଏଠାରେ ନୂଆ କର୍ମଚାରୀ ଦିଆଗଲେ ଏଠାରେ ଜନସାଧାରଣ ଠିକ୍ ସେ ଲାଇନ ପାଇଵେ ବୋଲି ଆଶା ବିଶ୍ବାସ ଅଛି।

AKN NEWS Nayagarh

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!