ଓଡିଶା ଖବର

ଗଡଗୁଡ଼ୁମ ସଂସ୍କୃତ ମହାବିଦ୍ୟାଳୟରେ ବନ ମହୋସବ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଖୋର୍ଦ୍ଧା ଜିଲ୍ଲା(AKN NEWS):ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମ ପଞ୍ଚାୟତର ଜୟଦେବ ସଂସ୍କୃତ ମହାବିଦ୍ୟାଳୟ ଠାରେ ବନମହୋସ୍ରବ ଅନୁଷ୍ଠିତ ହୋଇସାରିଛି | ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ର ଓ ନୂତନ ଛାତ୍ର ଯୋଗ ଦେଇଥିଲେ ଏବଂ ଏହି କାର୍ଯ୍ୟ କ୍ରମଟିକୁ ଛାତ୍ର ଛାତ୍ରୀ ସମେତ ମହାବିଦ୍ୟାଳୟର ପ୍ରିନ୍ସିପାଲ, ସେକ୍ରେଟାରୀ, କୋଡ଼ିନେଟର ମିଶି ବହୁ ଖୁସି ଉଲ୍ଲାସରେ ବୃକ୍ଷ ରୋପଣ କରିଥିଲେ |

ଖୋର୍ଦ୍ଧାରୁ ଜିଲ୍ଲାପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ – AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!