ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ

(AKN NEWS): କଳା ହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରଵାହାଲ କୃପାସିନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦଶନି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରସାଦ ସାହୁ ଏନାରଜୀ ବ୍ଲକ ଲେଭୁଲ ଏକ୍ସଯିଵିଶନ ସଭାପତୀ ତପନ ମଝି ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଚାରବାହାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସତ୍ୟ ଭମା ପଣ୍ଡା,ମ୍ୟୁଖ୍ୟବକ୍ତା ଭାବେଷ୍ଟେଟ ବ୍ୟାଙ୍କ ଏଣ୍ଡିଆ ଚାରଵାହାଲ ଶାଖ ପରିଚାଳକ ତପନ କୁମାର ବରା, ସମ୍ମାନିତ ଅତିଥି ନୋଡାଲ ପ୍ରଧାନ ଶିକ୍ଷକ ଚନ୍ଦ୍ର ବାଗ , bsrc.ସମ୍ପାଦକ ମଳୟ ପଣ୍ଡା , କୃପା ସିନ୍ଧୁ ଉଛ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରସାଦ ସାହୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ରହି ମଞ୍ଚଷିନ ଥିଲେ। ମଞ୍ଚାସିନ ଅଥିତି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣୀୟ ଶିକ୍ଷା ଦେଇ ଥିଲେ ଉକ୍ତ ପ୍ରଦର୍ଶନୀ ରେ ପଚାଶ ଟି ପ୍ରକଳ୍ପ ବୀଭିନ୍ୟ ବିଦ୍ୟାଳୟ ରୁ ଆସି ଥିବା ଛାତ୍ର ଛାତ୍ରୀ ମାନକ ଦ୍ଵାରା ପ୍ରଦଶନ କରାଯାଇଥିଲା।
କାର୍ଯ୍ୟ କ୍ରମ କୁ ସୂର୍ଯ୍ୟ ପ୍ରସାଦ ଠାକୁର ପରିଚାଲନା କରିଥିବା ବେଳେ ସତ୍ୟଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକଳ୍ପ ପ୍ରଦଶନୀ ସହ ବିଦ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀ ମାନକ ଦ୍ଵାରା ବୃକ୍ଷ ରୋପଣ ବନୋମହୋଛବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଭଜମନ ସାଗର, ଉମେଶ ନାୟକ, ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଯୋଗ ରେ ସୁଚାରୁ ରୂପେ ପ୍ରଦର୍ଶନୀ ସମ୍ପାଦନ ହୋଇ ଥିଲା
କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news


