ଅଖିଳବିଶ୍ୱ ଗାୟତ୍ରୀ ପରିବାର ଓଡିଶା ପ୍ରଦେଶ ଗାୟତ୍ରୀ ପରିଜନଙ୍କ ପାଇଁ ଖୁସିର ଖବର ଆସନ୍ତୁ ଗଢିବା ସଂସ୍କାରବାନ ପିଢ଼ି ସଚେତନତା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ

(AKN NEWS):ଅଖିଳବିଶ୍ୱ ଗାୟତ୍ରୀ ପରିବାର ଓଡିଶା ପ୍ରଦେଶ ଗାୟତ୍ରୀ ପରିଜନଙ୍କ ପାଇଁ ଖୁସିର ଖବର ଆସନ୍ତୁ ଗଢିବା ସଂସ୍କାରବାନ ପିଢ଼ି ସଚେତନତା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ ସମସ୍ତ ଗର୍ଭବତୀ ମାମାନଙ୍କ ପାଖରେ କିପରି ପହଞ୍ଚି ପାରିବ।
ଓଡିଶା ସରକାରଙ୍କ ତରଫରୁ ସମସ୍ତ CDMO ଙ୍କୁ ଏକ ଚିଠି କରାଯାଉ ପରିବାର, ରାଷ୍ଟ୍ର ଓ ବିଶ୍ୱର କଲ୍ୟାଣ ନିମନ୍ତେ ରାଷ୍ଟ୍ରର ଭବିଷ୍ୟତ ପିଢ଼ି କିପରି ମହାମାନବ, ଚରିତ୍ରବନ, ରାଷ୍ଟ୍ରପ୍ରେମୀ ଓ ଆଧ୍ୟାତ୍ମବାଦୀ ହେବେ ସେହିପରି ସଂସ୍କାରବାନ ଦିବ୍ୟ ପୁଣ୍ୟ ଆତ୍ମା ମାନଙ୍କୁ ମାତୃ ଗର୍ଭରୁ ଏ ଧରା ପୃଷ୍ଟକୁ ଅବତରଣ ଏବଂ ସତ୍ୟ ଯୁଗର କର୍ଣ୍ଣଧାର ହେବେ ଗାୟତ୍ରୀ ପରିବାରର ଏହିପରି ବିଚାର ଓ କାର୍ଯ୍ୟକୁ ସହଯୋଗ କରିବା ପାଇଁ ଯଶସ୍ବୀ ସ୍ୱାସ୍ଥ୍ୟମନ୍ତ୍ରୀ କର୍ମଠ, ସରଳ, ନମ୍ରତା ଶାଳୀନତା କର୍ତବ୍ୟ ପରାୟଣତା, ଜ୍ଞାନୀ ଗୁଣର ଧନୀ ଶ୍ରୀଯୁକ୍ତ Dr. ମୁକେଶ ମହାଲିଙ୍ଗ ମହୋଦୟଙ୍କୁ ଓଡିଶା ଗାୟତ୍ରୀ ପରିବାରର ବରିଷ୍ଠ ଜୀବନଦାନୀ ସକ୍ରିୟଯୁବା କାର୍ଯ୍ୟକର୍ତା ଶ୍ରୀ ପ୍ରଦୀପ କୁମାର ମହାରଣାଙ୍କ ସହିତ ରସୁଲଗଡ ଯୁଗଶକ୍ତି ଭବନ ସାହିତ୍ୟ କେନ୍ଦ୍ର ର ବ୍ୟବସ୍ଥାପିକା ଶ୍ରୀମତୀ ଉର୍ମିଳା ମିଶ୍ର ଓ ରାୟଗଡା ଗାୟତ୍ରୀ ପରିବାରର ବରିଷ୍ଠ ପ୍ରଜ୍ଞାପୁତ୍ର ଶ୍ରୀ ସୁବାଷଚନ୍ଦ୍ର ରଥ ସେକ୍ରେଟାରୀଏଟ ରେ ମନ୍ତ୍ର ଚାଦର କଲବାବନ୍ଧନ ମନ୍ତ୍ର ଲିଖନ ଖାତା ସାହିତ୍ୟ ଦେଇ ସ୍ୱାଗତ ସନମାନିତ କରିବା ସହ ସମସ୍ତ ଡକମେଣ୍ଟ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ ବହୁତ ଖୁସି ହେବା ସହିତ ପ୍ରଶଂସା କରିଲେ ଓ PSO ଙ୍କୁ ଡାକି ଡିପାର୍ଟମେଣ୍ଟରୁ ଚିଠି କରିବା ପାଇଁ ନିର୍ଦେଶ ଦେଲେ. ଏହି ସମସ୍ତ ପ୍ରକ୍ରିୟା ଓ ବ୍ୟବସ୍ଥା କଳାହାଣ୍ଡି ଲାଙ୍ଗିଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ତଥା ଓଡିଶା ବିଜେପି ଦଳର ବରିଷ୍ଠ ଲଢୁଆ ରାଷ୍ଟ୍ର ଭକ୍ତଲୋକଙ୍କ ପ୍ରିୟ ନେତା ମୋର ଅତି ଆତିମିୟତା ଘନିଷ୍ଠ ବନ୍ଧୁତା ଶ୍ରୀ ରମେଶ ଚନ୍ଦ୍ର ମାଝୀ ମହୋଦୟ ସମ୍ପୂର୍ଣ ବ୍ୟବସ୍ତା ଓ ସହଯୋଗ କରିଥିଲେ ଗୁରୁଦେବ ମାତାଜୀ ଏ ମାନଙ୍କର ମଙ୍ଗଳ କରନ୍ତୁ।🙏🙏🙏
ବ୍ୟୁରୋ ରିପୋର୍ଟ AKN NEWS


