ଥୁଆମୂଳ ରାମପୁର ବ୍ଲକ ପରିସରରେ ସମସ୍ତ କର୍ମଚାରୀ ଏବଂ P R I ମେମ୍ବର ସମସ୍ତେ ଏକତ୍ରିତ ହୋଇ ବ୍ଲକ ପରିସରକୁ ସ୍ୱଛତା ହିଁ ସେବା ଓ ସ୍ୱଚ୍ଛ ଭାରତ ଅଭିଯାନ

(AKN NEWS): ଥୁଆମୂଳ ରାମପୁର ବ୍ଲକ ପରିସରରେ ସମସ୍ତ କର୍ମଚାରୀ ଏବଂ P R I ମେମ୍ବର ସମସ୍ତେ ଏକତ୍ରିତ ହୋଇ ବ୍ଲକ ପରିସରକୁ ସ୍ୱଛତା ହିଁ ସେବା ଓ ସ୍ୱଚ୍ଛ ଭାରତ ଅଭିଯାନ କରି ବ୍ଲକ ପରିସରରେ ଅଳିଆ ଅବର୍ଜନା ମୁକ୍ତ ବା ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ବ କରିଥିଲେ
ଏଥିରେ ଥୁଆମୂଳ ରାମପୁର BDO ଶ୍ରୀଯୁକ୍ତ ଦୃବାଦଲ ମୁଦୁଲିଙ୍କ ନେତୃତ୍ୱରେ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ମିଳିତ ଭାବରେ ସ୍ୱଚ୍ଛ ହିଁ ଜୀବନ ପାଇଁ ସ୍ୱଚ୍ଛତା ହିଁ ମୂଳମନ୍ତ୍ର ଏହି ସେବାଟିକୁ ଶୁଭାରମ୍ଭ କରିଥିଲେ ଏବଂ ଲୋକଙ୍କୁ ନିବିଡ ଭାବରେ ସଚେତନ ବାର୍ତ୍ତା ଦେଇଥିଲେ ପରିବେଶରେ ସୁସ୍ଥ ରହିବାକୁ ହେଲେ ନିଜର ଚତୁର୍ପାଶ କୁ କିଭଳି ଭାବରେ ସଫା ସୁତୁରା ରଖିବା ନିଜେ ସୁସ୍ଥ ରହିବା ନିଜ ପରିବେଶ କୁ ସୁସ୍ଥ ରଖିବା ଏବଂ ନିଜ ସ୍ୱାସ୍ଥ୍ୟ ଭଲରେ ଆଖି ନିଜ ପରିବେଶ କୁ ଆବର୍ଜନା ମୁକ୍ତ ବ୍ଲକ ଭାବରେ ଗଡିତଳିବାକୁ ପ୍ରୟାଶ ଆରମ୍ବ କରିଥିଲେ ଥୁଆମୂଳ ରାମପୁର ବ୍ଲକ ର ସମସ୍ତ କର୍ମକର୍ତା ମାନେ
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରୁ ରମାକାନ୍ତ ନାଏକ ଙ୍କ ରିପୋର୍ଟ akn news


