ଓଡିଶା ଖବର

ଅବସର କାଳୀନ ଉତ୍ସବ ଅନୁଷ୍ଠିତ, ସଇଁନ୍ତଲା ରେଞ୍ଜ,ମୁନସୀ ଜଗତରାମ ସାହୁ 

(AKN NEWS):ଟିଟିଲାଗଡ ଡିଭିଜନ ସଇଁନ୍ତଲା କେନ୍ଦୁପତ୍ର ରେଞ୍ଜ ଅଧୀନସ୍ଥ ସଇଁନ୍ତଲା ସେକସନ ଗୁର୍ଳାମାଳ ଫଡି ର ମୁନସୀ ଶ୍ରୀଯୁକ୍ତ ଜଗତରାମ ସାହୁ ଙ୍କୁ ଆଜି କେନ୍ଦୁପତ୍ର ରେଞ୍ଜ ପକ୍ଷ ରୁ ଅବସର ବିଦାୟକାଳୀନ ଉତ୍ସବ ସଭା ଅନୁଷ୍ଠିତ ହୋଇ ଯାଇଛି ସେ ଦୀର୍ଘ ଦିନ ରୁ ଗୁର୍ଳାମାଳ ଫଡି ରେ ମୁନସୀ ଦାୟୀତ୍ବ ସୁଚାରୁ ରୂପେ ତୁଲାଇ ଥିବା ବେଲେ ସେ ଜଣେ ମିଷ୍ଟାଭାସୀ ଉକ୍ତ କାର୍ଯ୍ୟକ୍ରମ ସଇଁନ୍ତଲା ରେଞ୍ଜ ଅଧିକାରୀ ହେମସାଗାର ସାହୁ, ଫରେଷ୍ଟର ସୌମ୍ୟରଞ୍ଜନ ପଣ୍ଡା,ମୋନାଲିସା ମିଶ୍ର, ସର୍କଲ ଚେକର ଅଶୋକ ଶଡଙ୍ଗୀ,ରେଞ୍ଜ ସଭାପତି ଶୁଶାନ୍ତ ମେହେର, ମଞ୍ଚାସିନ ଥିବା ବେଲେ ଆଦିକନ୍ଦ ଭୋଇ,ଟିକେଶ୍ବର ଭୋଇ,ଜଳନ୍ଧର ଦାଶ,ଟଙ୍କଧର ଭୋଇ,ହରି ସାହୁ. ମନୋବୋଧ ସାହୁ,ବିବେକ ପାତ୍ର ହିମାଂଶୁ ପାତ୍ର , ଗୋପିନାଥ ପୁଟେଲ,ମାଧବ ସାହୁ ଚିତ୍ରସେନ ବଗର୍ତ୍ତୀ ଛବିଳ ଚିନ୍ଦା ଶୁରେଶ ମହାନନ୍ଦ ଓ ସମସ୍ତ ସିଜିନାଳ କର୍ମଚାରୀ ଉପସ୍ଥିତ ଥିବା ବେଲେ ଶ୍ରୀ ଜଗତରାମ ସାହୁ ଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଥିଲା ଶେଷରେ ବାଇଣ୍ଡିଙ୍ଗ ଚେକର ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!