ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ୍ଧପଡାର ଏକ ଘରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ।

(AKN NEWS): କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ୍ଧପଡାର ଏକ ଘରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ।ଏ ନେଇ ଜଣେ ୬୮ ବର୍ଷୀୟ ବୃଦ୍ଧା କାଞ୍ଚନ ସେଠୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ ଜୟପାଟଣା ବନ୍ଧପଡାର ଏକ ଘରେ ଦୀର୍ଘ ଦିନ ରୁ ଚୋରା ଗଞ୍ଜେଇ ବିକ୍ରି ହେଉଥିଲା ।ଏ ନେଇ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନିସ୍ପେକ୍ଟର ସୁଧାଂଶୁ ମୁଣ୍ଡା ଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ସହ ତାଙ୍କ ଟିମ ଆଜି ସକାଳୁ କାଞ୍ଚନ ଙ୍କ ଘରେ ଚଢ଼ାଉ କରିଥିଲା।ସେଠାରୁ ୫ କେଜି ଗଞ୍ଜେଇ ପାଇଥିବା ବେଳେ ଉକ୍ତ ଘଟଣାରେ କାଞ୍ଚନ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି
କଳାହାଣ୍ଡି ଜିଲ୍ଲା ରୁ ଟଙ୍କ ଧର ବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!