ଶ୍ରମିକ ବଦଳ ରେ ଫଟୋ କୁ ଫୋଟୋ କରି ଚାଲିଛି ଏବଂ ଶିଶୁଶ୍ରମିକଙ୍କ nmms

(AKN NEWS):ମନରେଗା ଯୋଜନା ସରକାର ଅନେକ କାମ ଯୋଗାଉଛନ୍ତି। ଗ୍ରାମାଞ୍ଚଳ ଶ୍ରମିକ ଙ୍କୁ ଶହେ ଦିନ କlମଯୋଗାଇବା, ଦାଦନ ସମସ୍ୟା କମ କରିବା. ପାଇହେଲେ ସରକାର ଙ୍କ ଏହି ମହତ୍ ଉଦ୍ଦେଶ୍ୟ କୁ ଗାଁ ସାଥି ଓ ଠିକାଦାର ଖୁଲୁମ୍ ଖୋଲା ଲୁଟି ଚାଲୁଛନ୍ତି, କେଉଁଠି ମେସିନ ସାହାଯ୍ୟ ରେ କାମ କରି କାମ ସରିଦେଉଛନ୍ତି, ତୋ କେଉଁଠି ଅଳ୍ପ ଟିକିଏ କାମ କରି ଦିନେ ଦୁଇ ଦିନ ଲୋକ ଦେଖାନିଆ କାମ କରି ସରକାର ଙ୍କ ଟଙ୍କା ହଡ଼ପ କରୁଛନ୍ତି, ଲୋକ ଙ୍କ ଫଟୋ ଉଠାଇ ସେହି ଗୋଟିଏ ଫଟୋ କୁ ଫଟୋ ଉଠାଇ ବାରମ୍ବାର nmms କରି ବିଲ କରିଛନ୍ତି ଶିଶୁଶ୍ରମିକଲଗାଉ ଛନ୍ତି,ଠିକାଦାର ଗାଁ ସାଥୀ ମିଳିତ। ଭାଗବାଣ୍ଟି ନେଉଛନ୍ତି।
କେଉଁଟି ଦୁଇ ଟି କାର୍ଯ୍ୟ ରେ ଏକ ସାଙ୍ଗ ରେ ସମାନ ଲୋକ ଲାଗି ଥିବା। ଫଟୋ nmms କରୁଛନ୍ତି, ଏକ ସମୟରେ ସମାନ ଲୋକ ଦୁଇଟି କାର୍ଯ୍ୟ ରେ କେମିତି କାର୍ଯ୍ୟ କରି ପାରିବେ କେମିତି ? ।ସରକାର ଙ୍କ ଟଙ୍କା କୁ ହଡ଼ପ କରିବାରେ ଗାଁ ସାଥୀ ହି ମୁଖ୍ୟ ଭୂମିକା ହେଉ ଥିବା ଦୃଷ୍ଟି ଗୋଚର ହେଉଛି।
ଏହାର ଜଳନ୍ତ ଉଦାହରଣ କଳାହାଣ୍ଡି ଜିଲ୍ଲ ଥୁଆମୂଳ ରାମପୁର ବ୍ଲକ ର ନାକରୁଣ୍ଡି ଏବଂ ମାଳିଗାଁ ପଞ୍ଚାୟତ ଫଟୋ କୁ ଫଟୋ ଉଠାଇ nmms କରାଯାଉଛି। ସରକାରଙ୍କ ନିୟମ ଏଥି କିଛି ନାହି। ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବିହେଉଛି
କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧର ବିହାରୀ ଙ୍କ ରିପୋର୍ଟ AKN NEWS


