ଓଡିଶା ଖବର
ଟ୍ରକ ଚାପା ରେ ଶ୍ରୀଧର ମହାଳିକ ଙ୍କ ଦେହାନ୍ତ

ଟ୍ରକ ଚାପା ରେ ଶ୍ରୀଧର ମହାଳିକ ଙ୍କ ଦେହାନ୍ତ
ଅନୁଗୋଳ,AKN NEWS(୧/୧୨/୨୩):ଅନୁଗୋଳ ସହର ଉପକଣ୍ଠ ହୁଲୁରିସିଂହା ଛକ ଠାରେ ଟ୍ରକ ଧକ୍କା ରେ ଜଣକ ମୃତ୍ୟୁ। ମୃତ ବ୍ୟକ୍ତି ଜଣକ ହେଲେ ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ଗ୍ରାମର ଶ୍ରୀଧର ମହାଳିକ।
ଅନୁଗୋଳରୁ କାଳନ୍ଦି ବେହେରାଙ୍କ ରିପୋର୍ଟ ଏକେନ ନ୍ୟୁଜ୍।


