ଓଡିଶା ଖବର

ଭିଜିଲାନ୍ସ ଜାଲ ରେ ସରକାରୀ ବାବୁ

ଭୁବନେଶ୍ୱର ,(AKN NEWS):ଭିଜିଲାନ୍ସ ଜାଲ ରେ ଜଣେ ସରକାରୀ ବାବୁ ପଡି ଥିବା ଖବର ଆମ ହସ୍ତଗ ହୋଇଛି ମିଳି ଥିବା ଖବର ଅନୁଯାଇ l ଇଡ୍‌କୋ P&A ବିଭାଗର CGM ସରୋଜ କାନ୍ତ ମହାନ୍ତି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

କଟକ, ଭୁବନେଶ୍ବର ଓ ଯାଜପୁର ୭ଟି ଠିକଣାରେ ରେଡ୍

ଚଢ଼ାଉରେ ୧୦ ଡିଏସ୍‌ପି, ୬ ଇନ୍‌ସ୍ପେକ୍ଟର ସାମିଲ

ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!