ଓଡିଶା ଖବର
ବଲାଙ୍ଗୀର ପୁଲିସକୁ ୪ ସାହସିକତା ପଦକ ।ଜଣେ ଏସଆଇ ଦୁଇ କନେଷ୍ଟବଳଙ୍କୁ ସାହସିକତା ଓ ହାବିଲଦାରଙ୍କୁ ପୁଲିସ ସାହସିକତା ପଦକ

ବଲାଙ୍ଗୀର ୨୭/୦୧(AKN NEWS): ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ ବଲାଙ୍ଗୀର ପୋଲିସକୁ ୪ଟି ସାହସିକତା ପଦକ ମିଳିଛି । ଏଥର ନିଜ ଦାୟୀତ୍ୱରେ ବିରତୁ ଓ ସାହସିକତା ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ଏସଆଇ ରମାକାନ୍ତ ସାହୁ କନେଷ୍ଟବଳ ସତ୍ୟବାଦୀ ଭୁଏ ଏବଂ କନେଷ୍ଟବଳ ସୁରଜ୍ କୁମାର ସାହୁଙ୍କ ସାହସିକତା ପଦକ( ଗ୍ୟାରେଣ୍ଟି ମେଡାଲ)ମିଳିବ । ସେହିପରି ହାବିଲଦାର ମୋତିରାମ ସାହୁଙ୍କୁ ପୋଲିସ ସାହସିକତା ପଦକ ( ପୋଲିସ ଗ୍ୟାରେଣ୍ଟି ମେଡାଲ)ପ୍ରଦାନ କରାଯିବ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭାଇଛାର ସୂର୍ ଛୁଟୁଛି ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


