ଓଡିଶା ଖବର

ଦମାପଲା ସରକାରୀ ପ୍ରାଥମିକ ସ୍କୁଲର ୨ ୟ ବାର୍ଷିକ ଉତ୍ସବ ପାଳିତ

(AKN NEWS): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦମାପଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ୨ୟ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ ବର୍ଷକି ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ ଯୋଗଦେଇ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ସତୀଶ ଚନ୍ଦ୍ର ପଟ୍ଟନାୟକ ,ମୁଖ୍ୟବକ୍ତା ଭାବେ ଡ଼ ସୁଶାନ୍ତ କୁମାର ବିଶି,ସରପଞ୍ଚ ଜେମାମଣି ରଣା, ସିଆରସିସି ପ୍ରଶାନ୍ତ ପଣ୍ଡା,ଓମ ପ୍ରକାଶ ଚଳାନ,ପୁରୁଷୋତ୍ତମ ଶଗରିଆ,ସାମ୍ବାଦିକ କୁନୁ କରୁଆଁ, ମୋତିଲାଲ ବାଗ,ଜଗବନ୍ଧୁ ପଟେଲ, ଅଶ୍ୱିନୀ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ l ପରେ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିଥିଲେ l ଶିକ୍ଷକ ଯଶୋବନ୍ତ ନାରାୟଣ ପଣ୍ଡା ସଭାପରିଚାଳନା କରିଥିବା ବେଳେ ଶେଷରେ ଜଗବନ୍ଧୁ ବାଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଵାର୍ଷକି ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ ଯୋଗଦେଇ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ସତୀଶ ଚନ୍ଦ୍ର ପଟ୍ଟନାୟକ ,ମୁଖ୍ୟବକ୍ତା ଭାବେ ଡ଼ ସୁଶାନ୍ତ କୁମାର ବିଶି,ସରପଞ୍ଚ ଜେମାମଣି ରଣା, ସିଆରସିସି ପ୍ରଶାନ୍ତ ପଣ୍ଡା,ଓମ ପ୍ରକାଶ ଚଳାନ,ପୁରୁଷୋତ୍ତମ ଶଗରିଆ,ସାମ୍ବାଦିକ କୁନୁ କରୁଆଁ, ମୋତିଲାଲ ବାଗ,ଜଗବନ୍ଧୁ ପଟେଲ, ଅଶ୍ୱିନୀ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ l ପରେ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିଥିଲେ l ଶିକ୍ଷକ ଯଶୋବନ୍ତ ନାରାୟଣ ପଣ୍ଡା ସଭାପରିଚାଳନା କରିଥିବା ବେଳେ ଶେଷରେ ଜଗବନ୍ଧୁ ବାଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!