ଓଡିଶା ଖବର

ପାଟଣାଗଡ଼ରେ ଏବେ ନୁଆଁଚେହେରା, ବଳରାମ ହେବେକି ଜନତାଙ୍କ ସାହାରା 

(AKN NEWS): ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଏବେ ନୁଆଁ ଚେହେରା ଜନତାଙ୍କୁ ବେଶ୍ ପସନ୍ଦ ବଳରାମ ବଗର୍ତି ! ପାଟନାଗଡ ଅଞ୍ଚଳରେ ଜୋର୍ ଧରିଛି ବଗର୍ତି ବାବୁଙ୍କ ଚର୍ଚ୍ଚା ! ସତରେ କଣ ସାଧାରଣ ଜନତାଙ୍କ ସ୍ବପ୍ନ ପୂରଣ କରିପାରିବେକି ବଳରାମ, ଦୀର୍ଘଦିନର, ଦୁର୍ନୀତି, କୁଜି ନେତାଙ୍କ,ଦୁର୍ବ୍ୟବହାର୍,ବାହୁବଳ, ଅର୍ଥବଲ, ଜନତାଙ୍କ ଉପରେ ଅନ୍ୟାୟ ଅତ୍ୟାଚାର, ଉପରେ ରୋକ୍ ଲଗାଇ ପାରିବେକି ବଳରାମ୍ ବଗର୍ତି ! ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଲୁଛି ବଳରାମଙ୍କ ବନ୍ଧୁମିଲନ ସଭାମାନଙ୍କରେ ! ସମସ୍ତଙ୍କ ମନରେ ଗୋଟିଏ ଭାଷା,ବଳରାମ୍ ଆମଏକା ଭରସା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଆଶାୟୀ ବିଧାୟକ ପ୍ରାର୍ଥୀ ହିସାବରେ ଜୋରସୋର୍ ପ୍ରଚାର ପ୍ରସାର ତଥା ବନ୍ଧୁମିଲନସଭା ବିଭିନ୍ନ ସ୍ଥାନମାନଙ୍କରେ ଦେଖିବାକୁ ମିଲୁଛି ! ବର୍ଷ, ବର୍ଷ, ଧରି ପଡିରହିଥିବା ଜନତାଙ୍କ ଅଧୁରା ସ୍ବପ୍ନ ପୂରଣକରିବାକୁ ବଳରାମ ଏବେ ଆଗେଇ ଆସୁଛନ୍ତି ଆଶାୟୀ ବିଧାୟକ ପ୍ରାଥୀ ରୂପରେ ! ଜନତାଙ୍କ ବେଶ୍ ପସନ୍ଦସାଜିଛନ୍ତି ବଗର୍ତି ବାବୁ ! ପାଟଣାଗଡ଼ ନିର୍ବାଚନମଣ୍ଡଳୀ ରେ ଏବେ ବଳାରାମ ବଗର୍ତିଙ୍କ ଦବ୍ଦବା !

ଜନତାଙ୍କ ମୁହଁରେ ବଳରାମ ବିଜୟ ଚର୍ଚ୍ଚା ! ନିର୍ବାଚନ୍ ଯେତେ ପାଖେଇ, ପାଖେଇ ଆସୁଛି ସେତିକି ନିଜ, ନିଜ ଅଣ୍ଟା ଭିଡିବାରେ ଲାଗିପଡିଛନ୍ତି ଆଶାୟୀ ପ୍ରାଥୀ ! କାଲେ କିଏ ପଛରେ ନପଡିଯାଏ ! ସେଇଥିପାଇଁ ନେତାଙ୍କ ଲାଗିଛି ଲମ୍ବା ଲାଇନ୍ ! 2024 ନିର୍ବାଚନ କାହାମୁଣ୍ଡ ଉପରେ ହାତୀକଲସ ଢାଳୁଛି ତାହା ଦେଖିବାକୁ ବାକିରହିଲା !

ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!