ଓଡିଶା ଖବର
ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାର ରୁ ଦୁଇ କଏଦୀ ଫେରାର

(AKN NEWS): ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାର ରୁ ଦୁଇ କଏଦୀ ଫେରାର । ଆଜି ସକାଳୁ ବଗିଚା କାମ କରୁଥିବା ସମୟରେ ଦୁଇଜଣ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ସୂଚନା । ଦୁଇଜଣ କଏଦୀ ହେଲେ ସିକନ୍ଦର ଜାଲ ଏବଂ ନୀଳମଣି ବିଭାର । ଦୁଇଜଣ ଯାକ ପୋକ୍ସୋ କେଶ ରେ ଗିରଫ ହେଇ ଆସିଥିଲେ । ଜଣେ ଫେବୃଆରୀ ରେ ଆଉ ଜଣେ ମାର୍ଚ୍ଚ ରେ ଜେଲ କୁ ଆସିଥିଲେ
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ 𝙰𝙺𝙽 𝙽𝙴𝚆𝚂 𝙱𝙷𝙰𝚆𝙰𝙽𝙸𝙿𝙰𝚃𝙽𝙰 𝙺𝙰𝙻𝙰𝙷𝙰𝙽𝙳𝙸


