ଅନନ୍ୟ

ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ।

ଭୁବନେଶ୍ୱର (AKN NEWS): ନିର୍ବାଚନ ସମୟ ରେ ଭୁବନେଶ୍ୱର ନଗଦ ୭୫ ଲକ୍ଷ ଟଙ୍କା ହୋଇଥିବା ଖବର ଆମ ହସ୍ତଗ ହୋଇଛି ମିଳିବଥିବା ଖବର ମୁତାବକ l ଆଜି ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ । ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି । ଲଗେଜ୍‌ ସ୍କାନିଂ ବେଳେ ଟଙ୍କା ଥିବା ଜଣାପଡ଼ିଥିଲା । ଜଣେ ଦିଲ୍ଲୀରୁ ଓ ଆଉ ଜଣେ ଚେନ୍ନାଇରୁ ଆସିଥିଲେ । କେଉଁଥି ପାଇଁ ଏତେ ଟଙ୍କା ଆସିଥିଲା ଚାଲିଛି ତଦନ୍ତ ଚାଲିଛି ।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!