ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ

ଭୁବନେଶ୍ୱର (AKN NEWS): ଖୋର୍ଦ୍ଧା ଜିଲ୍ଲାରେ ପୁର୍ବାନ୍ହ 11.00 ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତା ରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତହୋଇଯାଇଛି।
ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂକ୍ରାନ୍ତିୟ ବିଭିନ୍ନ ଵିଷୟରେ ଯଥା ପୋଲିଂ ବୁଥ ରେ କି ପ୍ରକାରର ସୁବିଧା ସୁଯୋଗ ରହିଛି ଏଥିସହିତ ଭିନ୍ନକ୍ଷମ ଭୋଟର ମାନଙ୍କ ମତଦାନ ସାବ୍ୟସ୍ତ ଵିଷୟରେ ଏବଂ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଯଥା Railway,Airport ଏବଂ ଯାନବାହାନ ମାନଙ୍କରେ । Vehicle ଯୋଗାଇ ଦେବା ଇତ୍ୟାଦି ସମିକ୍ଷା କରିଥିଲେ। ଜିଲ୍ଲାପାଳ ଏସବୁ ର ଉତ୍ତର ରଖିଥିଲେ ।
ଏହି ବୈଠକରେ ଉପସ୍ଥିତ ଥିବା ପର୍ଯ୍ୟବେକ୍ଷକ ମାନେ ହେଲେ ଯଥାକ୍ରମେ Yogendra Tripathy/Rajanikant Mishra /Himalini Kashyap/J.Venkat Murali/ G. Rekha Rani./T.V.Subash/Yaram Nagi Reddy./L.V.Bhaskar Reddy./Maimum Allam/ Rajendra Singh/Atul Pandey.
ଏତଦ୍ ବ୍ୟତୀତ 8ଟା ନିର୍ବାଚନ ମଣ୍ଡଳୀ ର ସମସ୍ତ ରିଟର୍ଣ୍ଣିଙ୍ଗ ଅଫିସର/ସମସ୍ତ E.O/A.EO ଏବଂ Dy.Collector, Election ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


