ରାଜନୀତି

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର ।

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର ।

କଣ୍ଟାବାଞ୍ଜି,(AKN NEWS): ରାଜ୍ୟ ବିଜୁ ଜନତା ଦଳ ଯୁବ ସମ୍ପାଦକ ଅଜିତ ଯୋଶୀ ଙ୍କ ନେତୃତ୍ଵ ରେ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ବାଇକ୍ ରେଳୀ ଏବଂ ପଦଯାତ୍ରା କାର୍ଯ୍ୟକ୍ରମ । ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମରେ ଶତାଧିକ ଯୁବକ ବାଇକ୍ ରେଲୀ ମାଧ୍ୟମରେ
ଏବଂ ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମହେଶ୍ୱର ସାହୁ,ଲକ୍ଷ୍ମଣ ମହାନନ୍ଦ, ହେମରାଜ ବଞ୍ଛୋର,ଲୋକନାଥ ସାହୁ, ଜଗନ୍ନାଥ ଶଣ୍ଡ, ଜଗଦୀଶ ଶଗ୍ରିଆ, ସୁଗ୍ରି ବେହେରା,ରଘୁମନି ବାଗ,ଲମ୍ବୁ ସଗ୍ରିଆ ଓ ଗୋପାଳ ମେହେର ଉପସ୍ଥିତ ଥିଲେ।

Duryodhan Barge nka report AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!