ଓଡିଶା ଖବର
ଆୟକର ବିଭାଗ ପକ୍ଷରୁ ଗାଡି ଯାଞ୍ଚ ବେଳେ ୫ କୋଟି ଜବତ

ଭୁବନେଶ୍ୱର (AKN NEWS): ଆୟକର ବିଭାଗ ପକ୍ଷରୁ ଗାଡି ଯାଞ୍ଚ ବେଳେ ଗାଡିରୁ ମିଳିଲ ୫ କୋଟି ମିଳିଥିବା ଖବର ମିଳିଛି l ଖବର ଅନୁଯାଇ ସୂର୍ଯ୍ୟାନଗର ଆୟକବିଭାଗ ଗାଡି ଯାଞ୍ଚ କରୁଥିବା ବେଳେ ଏକ ଗାଡିରୁ ୫ କୋଟିଟଙ୍କା ଜବତ ହୋଇ l ଏହି ଗାଡି ନଗଦ ନେଇ ଯାଉଥିଲା l ଏହି ଟଙ୍କା ଯାଜପୁର ଆଞ୍ଚଳ ର ଜଣେ ଠିକା ଦାର ନିହାର ରଞ୍ଜନ ବୋଲି ଜଣା ପଡ଼ିଛି ଏବଂ ଟଙ୍କା ଯାଜପୁର ବାସଭବନରେ ଆୟକର ବିଭାଗ ଚୁଢ଼ାଉ ଜାରିରଖିଛି
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


