ଓଡିଶା ଖବର

ବିଜେଡି ପ୍ରଚାରରେ ମାତିଛନ୍ତି ମିଶନଶକ୍ତି ମହିଳା

ବିଜେଡି ପ୍ରଚାରରେ ମାତିଛନ୍ତି ମିଶନଶକ୍ତି ମହିଳା

ନିର୍ଚାଚନ କମିଶନଙ୍କ କଡା ନିର୍ଦ୍ଦେଶ ଅଛି ରାଜନୈତିକ ଦଳର ପ୍ରଚାର କରିପାରିବେନି ସରକାରୀ କର୍ମଚାରୀ କିମ୍ବା ମିଶନ ଶକ୍ତି ମହିଳା। ହେଲେ ନିର୍ବାଚନ କମିଶନଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ମିଶନ ଶକ୍ତି ମହିଳା । ପାଟଣାଗଡ ନିର୍ବାଚନ ମଣ୍ଡଳୀରେ BIF EC ସଦସ୍ୟ କୁମା ପ୍ରଧାନ, BIF ଇସି ସଂପାଦକ କୁନି ପାଣିଗ୍ରାହୀ ମହିଳାଙ୍କୁ ଧରି ବିଜେଡି ଦଳର ପୋଷ୍ଟର ଓ ବ୍ୟାନର ଲଗାଉଛନ୍ତି। ଏନେଇ ଫଟୋ ଭାଇରାଲ ହେଉଛି। ନିର୍ବାଚନ କମିଶନ ବିଜେଡି ପ୍ରଚାରରେ ମିଶିଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାୁନଷ୍ଠାନ ନେବାକୁ ଦାବୀ ହେଉଛି।

Duryodhana Berge nka report AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!