ଓଡିଶା ଖବର

ହାଏ ଭୁଲଟେଜ ପ୍ରଚାର କଲେ ଜାତୀୟ କଂଗ୍ରେସ ଦଳ କର୍ମ କର୍ତ୍ତା

(AKN NEWS): ହାଏ ଭୁଲଟେଜ ପ୍ରଚାର କଲେ ଜାତୀୟ କଂଗ୍ରେସ ଦଳ କର୍ମ କର୍ତ୍ତା ଚଙ୍ଗରିଆ ପାଟଣାଗଡ଼ ବ୍ଲକ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ,ଅନୀଲ୍ କୁମାର ମେହେର ଙ୍କ ସପକ୍ଷରେ ନିର୍ବାଚନ ଏହି ବୈଠକ ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ଓ ଚଙ୍ଗରିଆ ଗ୍ରାମ ବାସୀ ଙ୍କ ପ୍ରଚାର ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ବୈଠକରେ ଗୃହ ଜ୍ୟୋତି ଘରୋଇ ଲାଇନ୍ ବିଲ୍ଲ 200 ୟୁନିଟ ବିଦ୍ୟୁତ ଦେୟ ଛାଡ।କୃଷକ ବନ୍ଧୁ ବୋନସ ସହ ଧାନର ମୂଲ୍ୟ କ୍ଵିଣ୍ଟାଲ ପ୍ରତି 3000, କୃଷି ଋଣ ଛାଡ଼,କୃଷକ ପାଇଁ ମାସିକ ପେନସନ 2000।25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ମଧ୍ୟମରେ ମାଗଣା ଚିିିକିତ୍ସା ବ୍ୟବସ୍ଥା। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ 2000, 100 ଦିନ ମଧ୍ୟରେ ପେସା ଆଇନ କୁ କଡାକଡି ଭାବେ ଲାଗୁ କରାଯିବ।5 ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା । ବେକାରୀ ଭତ୍ତା ମାସିକ 3000। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ଋଣ ଛାଡ଼। ମହିଳାଙ୍କ ମାସିକ ଭତ୍ତା 2000, ଯୋଜନା ସଫଳ ହୋଇଥିବା କହିବା ସହ ଆସନ୍ତା ,୨୦ ତାରିଖ ଦିନ ହାତ ଚି଼ହ୍ନ ରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିବାବେଳେ

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!