ଓଡିଶା ଖବର

ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ପଡ଼ିଆବାହାଲ ପଞ୍ଚାୟତ ପାଚେର୍ ଗ୍ରାମର ସ୍ୱଚ୍ଛ,ନିର୍ମଲ ଭାବମୂର୍ତ୍ତି ସମାଜସେଵୀ ପରୋପକାରୀ ଶ୍ରୀ.. ଗୋବର୍ଦ୍ଧନ ନନ୍ଦ !

ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ପଡ଼ିଆବାହାଲ ପଞ୍ଚାୟତ ପାଚେର୍ ଗ୍ରାମର ସ୍ୱଚ୍ଛ,ନିର୍ମଲ ଭାବମୂର୍ତ୍ତି ସମାଜସେଵୀ ପରୋପକାରୀ ଶ୍ରୀ.. ଗୋବର୍ଦ୍ଧନ ନନ୍ଦ ! ଅଞ୍ଚଳରେ ସୁନାମଅର୍ଜନ କରିଥିବା ଚର୍ଚ୍ଚାର ବିଷୟ ବସ୍ତୁ ଅଟେ !ସେନିଜେ ଗରିବଶ୍ରେଣୀ ପରିବାର ହୋଇ ଅନୁଭବ କରିପାରିଛନ୍ତି ଅନ୍ୟ ଗରିବ ଲୋକଙ୍କ ଦୁଃଖ ! ସେଇଥିପାଇଁ ସମାଜପ୍ରତି ନିଜହୃଦୟକୁ ଅନ୍ୟର ସେବାରେ ସବୁସମୟରେ ସମର୍ପିତ କରିଥାନ୍ତି ! ଅଞ୍ଚଲବାସି ତାଙ୍କୁ ମହାପୁରୁଷଆଖ୍ୟା ଦେଇଥାନ୍ତି ! ସେ ହୃଦୟବାନ ବ୍ୟକ୍ତି ଗରିବ, ଖଟିଖିଆ ନିରୀହ ମଣିଷ ମାନଙ୍କ ଦୁଃଖ ଶୁଣିବା ମାତ୍ରେ ତାଙ୍କ ହୃଦୟ ତରଳି ଯାଇଥାଏ !ଓ ସେ ସବୁବେଳେ ସମାଜର ସେବା ପ୍ରତି ନିଜକୁ ସମର୍ପିତ କରିଥିବା ବିଭିନ୍ନ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ ! ଆଶ୍ଚର୍ଯ୍ୟର ବିଷୟ ହେଲାଯେ ଆଜି ସ୍ୱାର୍ଥର ଦୁନିଆରେ ସବେବ୍ୟସ୍ତ ନିଜ, ନିଜପାଇଁ ଅର୍ଥ ସଂଚୟ କରିବାରେ , କିନ୍ତୁ ଏସବୁକୁ ବାଦ୍ ଦେଇ ନନ୍ଦବାବୁ ନିଜକୁ ସମାଜପ୍ରତି ସମର୍ପିତ କରିବା ଏକ ଉଦାହରଣ ଅଟେ ! ଏପରି ହୃଦୟବାନ୍ ବ୍ୟକ୍ତିକୁ ଆମ୍ଭର ହୃଦୟରୁ ନମନ୍ !

ବଲାଙ୍ଗିର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!