ପୁଣି ବଲାଙ୍ଗୀର ଜିଲ୍ଲା ରେ ଦାଦନ ଋତୁ ସରିଲା ପରେ ମଧ୍ୟ୍ୟ ମୁର୍ତ୍ୟୁ

ପୁଣି ବଲାଙ୍ଗୀର ଜିଲ୍ଲା ରେ ଦାଦନ ଋତୁ ସରିଲା ପରେ ମଧ୍ୟ୍ୟ ମୁର୍ତ୍ୟୁ
ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ୍ ସାଲେପାଲି ପଂଚାୟତ୍ କରଲାମାଳ ଗାଁ ଆମ ପାଳି ରେ ଦେଖିବାକୁ ମିଲିଛ। ଦାଦନ ଋତୁ ସରିଲା ପରେ ମଧ୍ୟ୍ୟ ସରୁନି ଦାଦନ ମୃତ ଚଳିତ ବର୍ଷରେ ଯେପରି ମୃତ ସଂଖ୍ୟା ରେ ବାହାର ରାଜ୍ୟ ରେ ଯେମିତି ଶ୍ରମିକ୍ ର କେଉଁଠି ନିର୍ଯାତନା ତ କେଉଁଠି ଶ୍ରମିକ କୁ ମାଡ ମାରିବା ଘଟଣା ଦିନକୁ ଦିନ ବଢ଼ି ଚାଲି ଥିଲା ବେଳେ ଏବେ ପୁଣି ଦାଦନ ଦୁଃଖ ସରିନି ବର୍ତମାନ ଦଶ ଦିନ ହେବ ପାଟଣାଗଡ ବ୍ଲକ ସାଲୋପାଲି ପଂଚାୟତ ର ଆମ ପାଳି ର ଡୁଲମଣି ପଟେଲ ବୟସ 26 ଏଠି ରାଜ୍ୟ ସରକାର ଙ୍କ ର ମନରେଗା କି ସରକାରୀ ଯୋଜନା ରେ ବଞ୍ଚିତ ରୁ କାମ ଧନ୍ଦା ନ ମିଳିବାରୁ ଦାଦନ ସର୍ଦାର ଲିଂଗ ଷଣ୍ଡ କରଲାମାଳ ର ନିଜକୁ ବଡ ସର୍ଦାର ବୋଲି ପରିଚୟ ଦେଉଛି ସର୍ଦାରଙ୍କର ପାଖରୁ କିଛି ଟଙ୍କା ଆଣି ବାହାର ରାଜ୍ୟ କୁ କାମ ପାଇଁ ଜାଇ ଥିବା ବେଳେ କିଛି ଦିନ କାମ କରୁଥିବା ସମୟ ରେ ଅଧିକ କାମ ଯୋଗୁ ଦେହ ଅସୁସ୍ଥ ହେଉ ଥିବା ବେଳେ ସର୍ଦାର କୁ ଫୋନ ଯୋଗେ ଅଭିଯୋଗ କଲେ ମଧ୍ୟ୍ୟ ସର୍ଦାର ବାବୁ ଜଣକ କାଲ ଗ୍ରହଣ କରିନ ଥିଲେ। ସେହି ସମୟ ରେ ଡୁଲମଣୀ ତାଙ୍କ ପାଖରେ ଟଙ୍କା ନ ଥିବା ବେଳେ ବାହାର ରାଜ୍ୟ ରେ କାହାକୁ ହାତ ପତା ଇବି ବୋଲି ଭାବି ନିଜ ମନର କଥା କୁ କାହାକୁ ନ କହି ଜୀବନ ଚାଲି ଗଲା ହେଲେ ସର୍ଦାର ବାବୁ ଜଣକ ଡୁଲମଣି ଙ୍କ ଘର ଲୋକ କୁ ଗାଡ଼ିରେ ଦୁର୍ଘଟଣା ହୋଇଛି ବୋଲି ପ୍ରମାଣିତ କରି ମିଛ କହି ସର୍ଦାର ବାବୁ ଏବେ ହରଡ଼ଘନା ରେ ଏବେ ଜଣେ ବାବୁ ଛଦ୍ମ ବେଶରେ ଯାଇ ମୁଁ ସାମ୍ବାଦିକ ବୋଲି ପରିଚୟ ଦେଇ ଟଙ୍କା ଆଣି ମୁ ସମସ୍ତ ସାମ୍ବାଦିକ କୁ ମୁହଁ ବନ୍ଦ କରିବି ବୋଲି କଥା ଦେଇ ଛନ୍ତି । ସାମ୍ବାଦିକା ବର୍ତମାନ ଏହି ଅଂଚଳ ରେ ମୁ ଗୋଟିଏ ବଡ ସାମ୍ବାଦିକ ବୋଲି ପରିଚୟ ଦେଇ ବଟି ଆଦାୟ କରୁ ଥିବା ଜନ ସାଧାରଣ ରେ ଚର୍ଚ୍ଚ ହଇଛି ।ଏହି ଦିଗରେ ପାଟଣାଗଡ ଆରିକ୍ଷ୍ୟ ଅଧିକାରୀ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି।
Duryodhana barge nka report akn news


