ଓଡିଶା ଖବର

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ. ଜନ୍ମ ଦିନର ଅବସରରେ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା

(AKN NEWS): ବିଷ୍ଣୁ ଚରଣ ସ୍ୱାଇଁ ଙ୍କ. ଜନ୍ମ ଦିନର ଅବସରରେ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା, ଜଗନ୍ନାଥ ମହା ପ୍ରଭୁ ଓ ଜୟ ମା ମାଣିକେଶ୍ବରୀ ମା କୃପା ରୁ ସମସ୍ତଙ୍କର ଜୀବନ ରେ ସୁଖ ଓ ଆନନ୍ଦ ସବୁବେଳେ ଥାଉ ମା କୃପା ଓ ତାଙ୍କ ଆଶ୍ରିବାଦ ସବୁ ବେଳେ ମୋ ଉପରେ ଥାଉ ଆଉରି ଭଲ ସମାଜିକ କାର୍ଯ୍ୟ କରିବା ପାଇଁ ମୋତେ ଆଉରି ଶକ୍ତି ମିଳୁ, ସମସ୍ତଙ୍କୁ କେମିତି ସାହାର୍ଯ୍ୟ ଓ ତାଙ୍କର ମୁହଁରେ କେମିତି ଖୁସି ଦେଖିବି ସେଇଟା ହି ମୋର ଜନ୍ମ ଦିନରେ ଗିଫ୍ଟ ହେବ ! ସମସ୍ତଙ୍କୁ ମୋର ଆନ୍ତରିକ ସହିତ ଧନ୍ୟବାଦ ଓ ସୁବେଛା କାହିଁକି ନା ମୋତେ ଏତେ ମାତ୍ରା ରେ ଜନ୍ମ ଦିନରେ ଶୁଭେଚ୍ଛା ଜଣେଇଥିବାରୁ ! ମୁ ଆଗକୁ କେମିତି ଲୋକ ମାନଙ୍କ କାମରେ ଆସିବି ସେହା ହି ମୋର ଜନ୍ମ ଦିନରେ ମନରୁ କାମନା ! ଧନ୍ୟବାଦ

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!