ଓଡିଶା ଖବର
ବୃକ୍ଷରୋପଣ କାର୍ଯ୍ୟକ୍ରମ

କଟକ (AKN NEWS): ଆଜି TEAM-ALWAYS HELP OTHERS ଓ ପିଙ୍କନ ସାହୁଙ୍କନେ ତୃତ୍ୱତରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଓରନ୍ଦା ପଞ୍ଚାୟତ ରେ ବୁକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ବନବିଭାଗ ର ଦୁଇଜଣ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ. ସମାଜକୁ ସବୁଜ ପରିବେଶ ରେ ପରିଣତ କରିବା ପାଇଁ ଟିମ ପିଲାମାନଙ୍କର ଏ ପ୍ରୟାସ ଅତି ପ୍ରଶଂସନୀୟ।
ରିପୋର୍ଟର ସମୀର ରଞ୍ଜନ ନାୟକ AKN NEWS


