ଓଡିଶା ଖବର

ଆଭାସ ଦ୍ୱାରା ତାଳ ଚାରା ରୋପଣ.

ବାଲୁଗାଁ (AKN NEWS): ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଲୁଗାଁ ତୁଳସୀ ନଗର ଠାରେ ଆଭାସ ପରିଷଦ ତରଫରୁ 40ଗୋଟି ତାଳ ଚାରା ରୋପଣ କରାଯାଇଛି. ଏହି କର୍ଯ୍ୟକ୍ରମରେ ଆଭାସ ର ପ୍ରତିଷ୍ଠାତା ସୁଶାନ୍ତ କୁମାର ଦାଶ ସେଣ୍ଟ ଜନ ଆମ୍ବୁଲାନ୍ସ ର କ୍ରମକର୍ତ୍ତା ଅନନ୍ତ ଚରଣ ଖଟେଇ ଶଶୀଭୁଷଣ ବରାଳ ଗଜି ମହାପାତ୍ର ମହେଶ ପ୍ରଧାନ ଆଶିଷ ସେନାପତି ଯୋଗ ଦାନ କରି ଥିଲେ.

ଶେଷର ଏହି କର୍ଯ୍ୟକ୍ରମରେ ପିଲାମାନଙ୍କୁ ତାଳ ଗଛ ର ଉପକାରିତା ବିଷୟରେ ଅବଗତ କରାଯାଇଥିଲା.

ଚିଲିକା ବାଲୁଗାଁ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ akn news.

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!