ଓଡିଶା ଖବର

ଆମ୍ବପାଲି ହାଇସ୍କୁଲ ଠାରେ ରାଷ୍ଟ୍ରୀୟ କୃଷିନାସକ ଦିବସ ଓ ଅଭିଭାବକ ଶିଷକ ବୈଠକ ଅନୁଷ୍ଠିତ 

(AKN NEWS): ସଇଁତଲା ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଆମ୍ବପାଳି ପଂଚାୟତ ହାଇସ୍କୁଲ ଠାରେ ରାଷ୍ଟ୍ରୀୟ କୃମି ନାଶକ ଦିବସ ପାଳନ ସଙ୍ଗେ ସଙ୍ଗେ, ଅଭିଭାବକ ଶିଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେ ଅନୁଷ୍ଠିତ ହୋଇ ଥିଲା l କୃମି ଦିବସ ପାଳନ ଅବସରରେ ପ୍ରଧାନ ଶିଷକ ଶ୍ରୀ ବିଜୟ କୁମାର ବାଗ ଙ୍କ ଉପସ୍ଥିତି ରେ ଖୁସମାଲ ର ଏ, ଏନ, ଏମ, ସବ ସେଣ୍ଟର ର ରାଧା କୁମାରୀ ଭୋଇ, ଆମ୍ବପାଲି ର ଆଶା କର୍ମୀ ଜୋସନା ରାଣୀ ପୁଟେଲ ସହଯୋଗ କରିଥିବା ବେଳେ ଅଭିଭାବକ ମାନେ ବୈଠକ ରେ ଅନୁସ୍ଥିତ ଥାଇପ୍ରଧାନ ଶିଷକ ବାଗ ଙ୍କ ସଭାପତିତ୍ୱ ରେ ସରକାରୀ ଶିଷକ l ଶ୍ରୀ ସୁଶିଲ କୁମାର ଭୋଇ, ଶ୍ରୀ ଚକ୍ରଧର ବାଗ, ଶ୍ରୀ ଅନିଲ କୁମାର ନନ୍ଦ, ଶ୍ରୀ ରlଜକିଶୋର୍ କୁଅର,ଶ୍ରୀ କ୍ଷେତ୍ର ମେହେର, ଖେଳ ଶିକ୍ଷକ ଶ୍ରୀ ରlଜବିହାରି ବଞ୍ଛୋର, କ୍ଲର୍କ ଶ୍ରୀ ପର୍ଶୁରାମ ପୁ ଟେଲ,ପିଅନ ଶ୍ରୀ ବଇଚନ୍ଦ୍ର ମହାନନ୍ଦ, ଗନ୍ଧର୍ବ ଗହିର, ଦେବରାଜ ଭୋଇ l କର୍ମ ଚାରି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!