ଓଡିଶା ଖବର

ଧୁମାଭଟା ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣ ରେ ୩୪ ତମ ଦୁର୍ଗାପୂଜା କୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା

(AKN NEWS): ଆଜି ଧୁମାଭଟା ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣ ରେ ୩୪ ତମ ଦୁର୍ଗାପୂଜା କୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ଗ୍ରାମ ସମସ୍ତ ବୈଜଠ ବ୍ଯକ୍ତି, ଓ ଯୁବକ ମାନେ ଶତାଧିକ ଲୋକେ ଜମା ହୋଇ ବୈଠକୁ ସାଫଲ୍ଯ କରିଥିଲେ, ମୁଖ୍ଯ କାରଣ ଥିଲା ଗଲା ବର୍ଷ ର ହିସାବ ଉପସ୍ଥାପନ ହୋଇଥିଲା, ଏବଂ ନୂତନ ସଭାପତି ଚୟନ କରିବା. ବଲି ଗ୍ରାମର ଯୁବକ ମାନେ କହିଥିଲେ, ସଭାପତି,ଏବଂ ଏହି ବର୍ଷ. ବହୁତ ଦୁମଧାମରେ ଦୁର୍ଗା ପୂଜା କରାଯିବ ବୋଲି ସମସ୍ତେ ଏକ ମତ ହୋଇଥିଲେ ପ୍ରତେକ ଦିନ ସନ୍ଧ୍ଯସମୟ ରେଆଞ୍ଚଳିକ ନାଟକ କାର୍ଯ୍ୟକ୍ରମ ଘୁମୁରା ନୁତ୍ଯ ପରିଦର୍ଶନ ହେବ, ଡ୍ଯନ୍ସ ପ୍ରତିଯୋଗିତା. ବାହାକ୍ ସଂଚାର, ଚୁନି ବର୍ଗର୍ତି ମହିଲା ଦଣ୍ତନୁତ୍ଯ,ମାତୁଶକ୍ତି ଦଣ୍ତନୁତ୍ଯ,ବାଇସ କୋପ୍, ଏବଂ ବିଶେଷ ଆର୍କଷଣ ମିନା ବଜାର କରାଯିବ ବଲି ଗ୍ରାମ ର ସମସ୍ତେ ଉପସ୍ଥାନ କରିଥିଲେ, ଏହି ବର୍ଷ ର ସଭାପତି ଦାୟୀତ୍ଯରେ ସରପଞ୍ଚ ବନମାଲୀ ନାଏକ, ଉପ ସଭାପତି ପ୍ରକାଶ କୁମାର ବୁଡେକ, ସମ୍ପାଦକ-ମୁକେଶ କୁମାର ବୁଡେକ,ଉପସମ୍ପାଦକତରଣୀ ସିଂବାଗ,ଦେବରାଜ ନାଏକ,କୋଷାଧକ୍ଷ-ଲକ୍ଷ୍ମଧର ମଲ୍ଲିକ,ଉପକୋଷାଧକ୍ଷ ଅମିତ ନାଏକ,ଏହି ସଭା ଉପସ୍ଥିତ ଦୟାସାଗର ବୁଡେକ,ଚୂଡାମଣୀ ବୁଡେକ,ପ୍ରକାଶ ପୁରୋହିତ,ଶୁସିଲ ବୁଡେକ,ସତ୍ଯ ବୁଡେକ,ଦୁଖିଶ୍ଯମ ବୁଡେକ,ଲକ୍ଷ୍ମଣ ନାଏକ,ବିବିଷଣ ବୁଡେକ,ମିଳନ ଯୋସୀ,ହେମନ୍ତ ବୁଡେକ,ବଡ ରଣା,ଗୌରାଙ୍ଗ ପୁଟେଲ, ଗଙ୍ଗା ପଟ୍ଟନାୟକ,ଲିଲୁ ଜୈନ,ବିଶିକେସନ ସବର,ନବୀନ ବୁଡେକ,ଚିନ୍ତାମଣୀ ବୁଡେକ, ଉପସ୍ଥିତ ରହିଥିଲେ

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!