ଓଡିଶା ଖବର

ଧୀରର୍ଘ ଦିନ ଧରି ଗାଁ ରାସ୍ତା ମୋରା ମୋତି ହେଉନି ମସା ମାଛିର ପାଦୃର୍ଭାବ ପାଉଥିବାରୁ ବିଭିନ୍ନ ସଂକ୍ରଣର ଆଶଙ୍କା 

ଭୁବନେଶ୍ୱର (AKN NEWS): ଏବେ ରାଜ୍ୟ କିଛି ଶହର ଓ ଗ୍ରାମାଅଞ୍ଚଳରେ ଡେଙ୍ଗୁଦେଖା ଦେବା ରେ ରାଜ୍ୟ ସ୍ୱାସ୍ଥ୍ୟଵୀଭାଗପକ୍ଷରୁ ବିଭିନ୍ନ ସହର ଓ ଗ୍ରାମା ଅଞ୍ଚଳ ଯେମିତି ଡେଙ୍ଗୁ ଜରରେ କେହି ଯେମିତି ନପଡ଼ଅନ୍ତୁ ସେଥିପାଇଁ ଅନେକ ପଦକ୍ଷେପ ଓ ସଚେତନା କରାଯାଉଛି l ଆମର ଏମିତି ଏକ ଖବର ଅସ୍ତଗ ହୋଇଛି ଯେ ଗାଁଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣିଜମିରହୁଥିବା ଦେଖିବାକୁମିଳୁଛି ଯାହାଫଳରେ ବିଭିନ୍ନ ରୋଗସୃଷ୍ଟିହେବା ଆଶଙ୍କାକୁ ଏଡେଇ ହେବନି l ସୂଚନା ଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲା ଅଧିନରେ ଆମ ରାଜଧାନୀ ରହୁଛି ଭୁବନେଶ୍ୱର l,ଭୁବନେଶ୍ୱରରେ ଗମନାଗମନ ପରିମଳ ଆଦି ଉତ୍ତମ ରହୁଥିବା ବେଳେ କିନ୍ତୁ ଟିକେ ନିରୀକ୍ଷେଇ କି ଦେଖିବା ପରେ ଜିଲ୍ଲାରେ ଅନେକ ଗାଁ ଗଣ୍ଡାରେ ସ୍ୱାଧୀନତା ର ପରେଵୀ ମଧ୍ୟ ଉତ୍ତର ରାସ୍ତାଟିଏ ହୋଇ ପାରୁନାହିଁ l

ଏ ଜିଲ୍ଲା ର ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମ ପାଞ୍ଚ ୟତ ର ଆୟତପୁର ଗାଁ ମାଝୀରେ ବର୍ଷାଯୋଗୁଁ ପାଣିଜମିରହୁଛି ଏହି ସମସ୍ୟା ଦୀର୍ଘଦିନର ହୋଇଛି l ତେବେ ଏହି ରାସ୍ତା ଦେଇ ଗ୍ରାମର ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ଯାତଆତ କରୁଥାନ୍ତି ବର୍ଷାଦିନେ ଏଠି ପାଣି ଜମୁଥିବାରୁ ଯିବା ପାଇଁ ଭାରି ଅଶୁଵୀଧାର ସମ୍ମୁଖୀନ ହେଉଛନ୍ତି l ଏହି ଗ୍ରାମର ପଡୋଶୀ ଗ୍ରାମ ପାତ୍ରପୁର ଗ୍ରାମ ପ୍ରତିଦିନ ଲୋକ ମାନେ ଏଇ ବଟ ଦେଇ ଯାନ୍ତି l ଖାସ କଥା ହେଲା ପାଣି ଜମୁଥିବା ସ୍ଥାନପାଖରେ ଆୟୁଷ୍ମlନଆରୋଘ୍ୟ ମନ୍ଦିର କୁ ଲୋକ କାଦୁଅ ପାଣିଭିତରେ ପଶି ଆସନ୍ତି l ଏଠୀ ରାସ୍ତା ମଝିରେ ପାଣିଜମୁଥିବାରୁ ଡେଙ୍ଗୁ ଓ ବିଭିନ୍ନ ରୋଗର ଶିକାର ହେବା ଆଶଙ୍କା ରହିଛି l ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!