କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସବ

(AKN NEWS)ଇନ୍ଦ୍ରାବତୀ,:
ଆଜି ପି.ବାରଙ୍ଗ ପଦର କ୍ଲଷ୍ଟର ଇନ୍ଦ୍ରାବତୀ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସବ
ସୁରଭି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଉକ୍ତ ଶିଶୁ ମହୋତ୍ସବ ଉତ୍ସବରେ। ଶ୍ରୀ ସର୍ବେଶ୍ଵର ବେହେରା ସଭାପତିତ୍ପ କରିଥିବାବେଳେ
ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ
ଖାତିଗୁଡା। ଆବାହୀକା –
ଶ୍ରୀମତୀ ପ୍ରମୋଦା କୁମାରୀ ସାମଲ ।
ସି ଆର୍ ସି ସି ପି.ବାରଙ୍ଗ ପଦର
ମୁଖ୍ୟ ଅତିଥି – ଶ୍ରୀ ରଞ୍ଜନ କୁମାର ସ୍ବାଇଁ
ଅଧ୍ୟକ୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଖାତିଗୁଡା।
ସମ୍ମାନୀତ ଅତିଥି- ପ୍ରିୟଦର୍ଶିନୀ ନାହକ
ଅଧ୍ୟକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଖାତିଗୁଡା।
ମୁଖ୍ୟ ବକ୍ତା – ଶ୍ରୀ ରମେଶ ଟାକ୍ରୀ ପୂର୍ବତନ
ଏ ବି ଇ ଓ ତେନ୍ତୁଳିଖୁଣ୍ଟି। ବର୍ତ୍ତମାନ ,
ଜିଲ୍ଲା ସଭାପତି ଯୁବ ଭାରତ କୃଷକ
ସଂଗଠନ ନବରଙ୍ଗପୁର।
ଦିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି
ଶ୍ରୀମାନ- ମନୋଜ କୁମାର ପାଣିଗ୍ରାହୀ, ଗୋଷ୍ଠୀ
ଉନ୍ନୟନ ଅଧିକାରୀ ତେନ୍ତୁଳିଖୁଣ୍ଟି।
ସମ୍ମାନୀତ ଅତିଥି-
ଶ୍ରୀ ମୋହନ ମଧୁସୂଦନ ବାଘ। ଏ ବି ଇ
ତେନ୍ତୁଳିଖୁଣ୍ଟି। ଏବଂ ସହଯୋଗ କରିଥିଲେ
ସଂଯୋଜକ-ଶ୍ରୀ ନବୀନ କୁମାର ନାଏକ ଓ ପି.ବାରଙ୍ଗ ପଦର କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସବ ପାଳନ କରିଥିଲେ।
ତେନ୍ତୁଳିଖୁଣ୍ଟି ବ୍ଳକ୍ ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS


