ଓଡିଶା ଖବର

ଦୁର୍ଗାପୂଜା ଉପଲକ୍ଷେ ଜଳିଆ ଦର୍ହ ଗ୍ରାମ ରେ ମିକ୍ସଚର ରାମଲୀଳା 

(AKN NEWS): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଲ ଗାଁ ଗ୍ରାମ ପଞ୍ଚାୟତ ଜଳିଆ ଦର୍ହ ଗ୍ରାମ ଠାରେ ମହା ଆଡ଼ମ୍ବର ରେ ଗୁରୁବାର ଦିନ ସନ୍ଧ୍ୟା ୧୦ ଟା ସମୟରେ ଜଳିଆ ଦର୍ହ ଦୁର୍ଗାପୂଜା ଭଉଣୀ ମାନଙ୍କ ଆନୁକୂଲ୍ୟ ରେ ଏକ ମନ ରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଏହି ଉତ୍ସବରେ ପ୍ରଥମେ ଯୁବ ସାମ୍ବାଦିକ ଅଶ୍ୱିନୀ ସାହୁ ସଭା ପରିଚାଳନା କରି ଥିବା ବେଳେ.. ପିତାମ୍ବର ସାହୁ, ରାଜୁ ସାହୁ ଓ ବରୁଣ ସାହୁ ମୁଖ୍ୟ ଅତିଥି ଭାବେ ଆସିଥିବା ସଦସ୍ୟ ମାନଙ୍କୁ ଙ୍କୁ ପୁଷ୍ପମାଲ୍ୟ ଓ ଉପଢକନ ଦେଇ ସ୍ବାଗତଂ ଅର୍ପଣ କରିଥିଲେ, ଏଠାରେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ପଞ୍ଚାୟତ ର ସରପଞ୍ଚ ଗଜପତି ସାହୁ ଏବଂ ଜଳିଆ ଦର୍ହ ଗ୍ରାମ ର ସମାଜ ସେବି ଯୁବ ସାମ୍ବାଦିକ ସୁଶାନ୍ତ ମେହେର, ପୂର୍ବତନ ୱାର୍ଡ ମେମ୍ବର ଶଙ୍କର ସାହୁ ଓ ଗିରିଧାରୀ ସାହୁ, ନୀଳାମ୍ବର ସାହୁ, ଶିବପ୍ରସାଦ ସାହୁ, ଦନାର ସାମଲ, ମୁଖ୍ୟ ଅଥିତି ଭାବେ ଉପସ୍ଥିତ ରହି ଏହି ମିକ୍ସଚର ରାମଲୀଳା କୁ ଶାନ୍ତି ଶୃଙ୍ଖଲା ସହିତ ଆୟୋଜିତ କରିଥିଲେ..

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!