ଓଡିଶା ଖବର

ସୁଜୁକି XL6 କାର ଓଡି 15 T 3144 ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡ୍ୟାମ ର କାନ୍ଥ ଉପରେ ଚଢିଯାଇ ଝୁଲି ରହିଥିଲା

(AKN NEWS): ତା -20/12/2024,ଆଜି ଦିନ ପ୍ରାୟ 4ଟା ସମୟ ରେ ହୀରାକୁଦ ଡ୍ୟାମ ଅନ୍ତର୍ଗତ ରାଇଟ ଡ଼ାଇକ ଜିରୋ ପୋଇଣ୍ଟ ରାସ୍ତା ରେ ଏକ ସୁଜୁକି XL6 କାର ଓଡି 15 T 3144 ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡ୍ୟାମ ର କାନ୍ଥ ଉପରେ ଚଢିଯାଇ ଝୁଲି ରହିଥିଲା, ଦୁର୍ଘଟଣାରେ ଚାଳକ ସମାନ୍ୟ ଆହତ ହୋଇଥିବା ବେଲେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି, ସ୍ଥାନିୟ ଲୋକେ ଆହତଙ୍କୁ ଉଧାରକରି ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି,

ସମ୍ବଲପୁର ରୁ ସନ୍ଦୀପ କୁମାର ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!