ଅନନ୍ୟ
Trending

ଆଜି ଖଡିଆଳ ଗାୟତ୍ରୀ ଶକ୍ତିପିଠ ଠାରେ ନବରାତ୍ର ପୁର୍ଣ୍ଣାହୁତି ଅନୁଷ୍ଠିତ*

ନୂଆପଡ଼ା,(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ଗାୟତ୍ରୀ ଶକ୍ତିପିଠ ଠାରେ ଆଜି ନବରାତ୍ର ପୁର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ନବ ଦିନାତ୍ମକ ନଅ ଦିନ ଧରି ଶକ୍ତିପିଠ ଠାରେ ଶକ୍ତି ଉପାସନା ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ଅଖଣ୍ଡ ଦୀପ ପ୍ରଜ୍ୱଳନ ସହିତ ଗାୟତ୍ରୀ ମହାଯଜ୍ଞ ରେ ଆହୁତି ପ୍ରଦାନ କରି ବିଶ୍ବ ଶାନ୍ତି ଏବଂ ମୈତ୍ରୀ ର ପ୍ରାର୍ଥନା କରିଥିଲେ। ଆଜି ସମସ୍ତ ଗାୟତ୍ରୀ ପରିଜନଙ୍କ ଉପସ୍ଥିତ ରହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ନବରାତ୍ର ଉଦ୍ୟାପନୀ ମହାଯଜ୍ଞ ର ପରିଚାଲନା ଜିଲ୍ଲା ନାରୀ ଜାଗରଣ ପ୍ରମୁଖ ଶ୍ରୀମତୀ ମମତା ମଞରୀ ଥପା ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ବାରା ହୋଇଥିଲା। ପରିଶେଷରେ ସମସ୍ତଙ୍କ ପାଇଁ ଭଣ୍ଡାରା ଭୋଗ ଆୟୋଜନ କରାଯାଇଥିଲା

ନୂଆପଡା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍ 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!