ଅନନ୍ୟ

ଆହୁରି ୩ ଦିନ ଥରାଇବ ଶୀତ

ଆହୁରି ୩ ଦିନ ଥରାଇବ ଶୀତ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଥରାବ ସତ ରାଜ୍ୟରେ ତାପମାତ୍ର ବିଶେଷ ପରିବର୍ତନ ସମ୍ବା ନାହିଁ ତେବେ ରାଜ୍ୟରେ ରାଜ୍ୟରେ ଜାରି ରହିଛି ଶୀତ ଲହରି । ସକାଳୁ ସକାଳୁ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆଗ ଅପେକ୍ଷା ତାପମାତ୍ରା ବଢିଥିବା ବେଳେ ଶୀତର ପ୍ରକୋପ ମଧ୍ୟ କମିଛି । ଗତ ଦୁଇଦିନ ହେବ ରାତି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଯାଏଁ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହାପରେ ପାର୍ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଫଳରେ ରାଜ୍ୟରେ ଶୀତର ପ୍ରକୋପ ଆହୁରି କମିବ । ଏଥିସହିତ ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁହୁଡି ପଡିବ । ଆଜି ସକାଳେ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ସେହିପରି ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଆସନ୍ତା ୩ ଯାଏଁ ମଧ୍ୟ ଏହି ସବୁ ସ୍ଥାନରେ କୁହୁଡି ପଡିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ଦାରିଙ୍ଗବାଡ଼ିରେ ତୁଷାରପାତ
କନ୍ଧମାଳରେ ମଧ୍ୟ ଖସିଛି ପାରଦ
ଫୁଲବାଣୀରେ ସର୍ବନିମ୍ନ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ
ଦାରିଙ୍ଗବାଡ଼ିରେ ୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ
ଦାରିଙ୍ଗବାଡ଼ିରେ ତୁଷାର ପାତ ହୋଇଥିବା ଦେଖାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!