ଓଡିଶା ଖବର
ଉତ୍କଳ ଏକ୍ସପ୍ରେସ ରୁ କଇଁଚ ଜବତ

ଉତ୍କଳ ଏକ୍ସପ୍ରେସ ରୁ କଇଁଚ ଜବତ
ଭୁବନେଶ୍ୱର, (AKN NEWS) :କଇଁଛ ସହିତ ମହିଳା ସେମେନ୍ତ ଚାରିଜଣଙ୍କୁ କାବୁକରିଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ମଙ୍ଗଳ ବାର ରାତିରେ ଆର. ପିଏଫ ଖବର ପାଇଥିଲା ଯେଉତ୍କଳ ଏକ୍ସପ୍ରେସ ରେ ଚୋର କଇଁଚ ଚାଲାଣ ହେଉଛି ବୋଲି ଆର. ପିଏଫ ତୁରନ୍ତ ଏକ ଟିମ ଉତ୍କଳ ଏକ୍ସପ୍ରେସ ରେ ଯାଞ୍ଚ ଆରମ୍ଭ କରିଥିଲେ ସାଧାରଣ ବଗିରେ ଏହି ଚାରି ଜଣଙ୍କ ଗତିଵିଧି ଉପରେ ସନ୍ଦେହ ହୋଇଥଲା ସିଟ ତଳେ ଥିବା ବ୍ୟଗ ଯାଞ୍ଚକରିବା ବଳେ କାଇଁଚ ବ୍ୟାଗରୁଶହେ ସତର ଟି ମିଳିଥିଲା l
ସେମାନଙ୍କ ବିରୋଧ ରେ ସିଟି ଫରେଷ୍ଟ ଦିବିଜ ପକ୍ଷରୁ ଏକ ମାମଲା ରୁଜୁହୋଇଛି l ଏହି ଚାରି ଜଣ ହେଲେ ଅଜୟ ମୋହନ, ବିମଲ ସିଟ, ସୁବାସିଷ ପରିଡା, ମହିଳା ଜଣକ ସୁଷୁମା ବାରିକ l ସେ ମନେ ପଶିମବଙ୍ଗ ର ପ୍ରଶିମମେଦିନାପୁର ଜିଲ୍ଲାର ବେଲଦା ଅଞ୍ଚଳ ର
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ AKN NEWS


